Browsing Tag

covid positive cases

ଉପରମୁହାଁ କରୋନା ମିଟର, ଦେଶରେ ସକ୍ରିୟ ପଜିଟିଭ ମାମଲା ୩ ହଜାର ପାର୍

ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରୁଛି ନୂଆ ସବ୍ ଭାରିଆଣ୍ଟ JN.1 ମାମଲା । ଦେଶରେ ସକ୍ରିୟ ପଜିଟିଭ ମାମଲା ୩ ହଜାର ପାର୍ କରିଛି । ଗତକାଲି ଗୋଟିଏ ଦିନରେ ୭୫୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଦେଶରେ ସକ୍ରିୟ ପଜିଟିଭ ମାମଲା ୩୪୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ…

କମୁଛି କୋଭିଡ ସଂକ୍ରମଣ, ଗତ ୨୪ ଘଣ୍ଟାରେ ୭ ହଜାର ୬୩୩ ନୂଆ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ : କମୁଛି କୋଭିଡ ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୬୩୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦିନକରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ସଂକ୍ରମିତ ହୋଇଥିଲେ ୯ ହଜାର ୧୧୧ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬ ହଜାର ୭୦୨ । ଦେଶରେ କରୋନା ସକ୍ରିୟ ମାମଲା ରହିଛି ୬୧…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୩୪ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ପଜିଟିଭ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ପୁଣି ୩୦୦ ଉପରେ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୪ ନୂଆ ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ପଜିଟିଭ୍‌ ରହିଛନ୍ତି। କଟକରୁ ୭୦ ନୂଆ କେସ୍‌ ରହିଛି। ୧୮ ବର୍ଷରୁ କମ ବୟସ ବର୍ଗରେ ରହିଛନ୍ତି ୫୩ ଜଣ। ସକ୍ରିୟ…

ରାଜ୍ୟରେ ଉପରମୁହାଁ କୋଭିଡ୍‌ ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୨୪୫ ଜଣ କରୋନା ପଜିଟିଭ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୨୪୫ କରୋନା ସଂକ୍ରମିତ ଚିହ୍ନଟ। ଖୋର୍ଦ୍ଧା ଜିଲ୍ଲାରେ ଲଗାତାର ଦ୍ୱିତୀୟ ଦିନରେ ୧୦୦ ଉପରେ ଦୈନିକ ସଂକ୍ରମଣ। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୩୫। କଟକରୁ ୩୮ ନୂଆ କେସ୍‌ ରହିଛି। ୧୮ ବର୍ଷରୁ କମ ବୟସ ବର୍ଗରେ ରହିଛନ୍ତି ୪୧ ଜଣ। ସକ୍ରିୟ…

ଦେଶରେ ୪କୋଟି ଟପିଲା କୋଭିଡ଼ ସଂକ୍ରମଣ, ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ

ନୂଆଦିଲ୍ଲୀ: ଦେଶରେ ୪କୋଟି ଟପିଲା କୋଭିଡ଼ ସଂକ୍ରମଣ। ତୃତୀୟ ଲହରରେ ୫୦ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ ଭାରତ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମରେ ରହିଛି ଆମେରିକା। ଆମେରିକାରେ ଏବେ ଯାଏ ୭କୋଟି ୩୦ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ ୨୦୨୧ରେ ଭାରତ…

ବିଶ୍ୱରେ ୩୦ କୋଟି ଟପିଲା ସଂକ୍ରମଣ, ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଭାରତ

କେନ୍ଯୁଜ୍: ମହାମାରୀର ସୁନାମୀରେ ଭାସୁଛି ବିଶ୍ୱ । ୩୦ କୋଟି ଟପିଲା ସଂକ୍ରମଣ । ଆମେରିକା ପରେ ଭାରତ ଦ୍ୱିତୀୟ କରୋନା ପ୍ରଭାବିତ ଭାବେ ରହିଛି । ଏଯାଏ ମହାମାରୀରେ ପ୍ରାୟ ୫୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ବିଶ୍ୱରେ ୨୫ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭…

ରାଜ୍ୟରେ ବଢିଲା ସଂକ୍ରମଣ: ଦିନକରେ ୨୯୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର କରୋନା…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୧୫ ଲକ୍ଷରୁ ଅଧିକ ସଂକ୍ରମିତ, ତ୍ରାହିତ୍ରାହି ଡାକୁଛି ଆମେରିକା ଓ ୟୁରୋପ

କେନ୍ଯୁଜ୍: କ୍ରମାଗତ ତୃତୀୟ ଦିନ ପାଇଁ ବିଶ୍ୱରେ ୧୦ ଲକ୍ଷରୁ ଅଧିକ ମାମଲା । ଗତ ୨୪ ଘଣ୍ଟାରେ ବିଶ୍ୱବ୍ୟାପୀ ୧୫ ଲକ୍ଷ ୯୧ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍‌ ବ୍ୟାପିବା ସହ ଆମେରିକା ଓ ୟୁରୋପର ଅନେକ ଦେଶରେ ଦୈନିକ ସଂକ୍ରମଣ ରେକର୍ଡ କରିଛି । ଆମେରିକାରେ ଗତ ୨୪ ଘଣ୍ଟାରେ ୪…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୪୭.୭୫ ପ୍ରତିଶତ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୦.୩୨…

ଦେଶରେ ଉପରମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବଢିଲା ୩ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କରୋନା ଗ୍ରାଫ। ୨୪ ଘଣ୍ଟାରେ ବଢିଲା ୩ହଜାର ମାମଲା। ଦିନକରେ କରୋନାରେ ସଂକ୍ରମିତ ହୋଇଛନ୍ତି ୪୧ହଜାର ୧୯୫। ଆଜିକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୦ଲକ୍ଷ ୭୭ହଜାର ୭୦୬ରେ ପହଞ୍ଚିଛି। ଗତକାଲି କରୋନା ମାମଲା ଥିଲା ୩୮ହଜାର ୩୫୩। ଦିନକରେ…

ଗତ ୨୪ଘଣ୍ଟାରେ ୪ହଜାର ୩୩୯ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ୬ ପ୍ରତିଶତକୁ ଖସିଲା ସଂକ୍ରମଣ ହାର। ଲାଗାତାର ୩ୟ ଦିନରେ ୫ ହଜାର ତଳେ ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୬.୩୩ ପ୍ରତିଶତ। ଯାହାକି ଗତକାଲି ଥିଲା ୭.୨୦ ପ୍ରତିଶତ। ୨୪ଘଣ୍ଟାରେ ୬୮ହଜାର ୫୩୫ ଟେଷ୍ଟିଂ ହୋଇଥିବାବେଳେ ୪ହଜାର ୩୩୯ କୋଭିଡ ଆକ୍ରାନ୍ତ…

ଦେଶରେ ତିନି ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ! ପୁଣି ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା। ୩ ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ। ଲଗାତର ତୃତୀୟ ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ । ଗତ ୩ ଦିନରେ ଚିହ୍ନଟ ହୋଇଛନ୍ତି ୯ ଲକ୍ଷ ୯୪ ହଜାର ପଜିଟିଭ। ୨୪ ଘଣ୍ଟାରେ ୨ହଜାର ୬୦୦ ଜୀବନ ନେଇଛି ଘାତକ…