Browsing Tag

covid situation

ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍(ବ୍ୟୁରୋ): ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍‌ଣ ସାଢେ ୪ଟାରେ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଉଚ୍ଚସ୍ତରୀୟ ବୈଠକ। ଦେଶରେ କୋଭିଡ ସ୍ଥିତି ଓ ଜନସ୍ୱାସ୍ଥ୍ୟ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ। ଗତ କିଛିଦିନ ଧରି ଦେଶରେ H3N2…

କୋଭିଡ୍ ପାଇଁ ହାଇ ଆଲର୍ଟରେ ରାଜ୍ୟ ସରକାର, କାଲି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ୟୁଜ୍(ବ୍ୟୁରୋ):  ଚୀନରେ ଅଣାୟତ୍ତ କୋଭିଡ଼। ଭୟଙ୍କର ପରିସ୍ଥିତି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ ପାଇଁ ଆଲର୍ଟରେ ରାଜ୍ୟ ସରକାର । ଆସନ୍ତାକାଲି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସରକାର କିଛି ବଡ଼ ନିଷ୍ପତି ନେଇପାରନ୍ତି । ଅନ୍ୟପଟେ ଚୀନ ଭାରିଆଣ୍ଟକୁ…

ଚୀନ୍‌ରେ କରୋନା ସ୍ଥିତି ଅସମ୍ଭାଳ : ଶବଦାହ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଧାଡ଼ି, ଅପେକ୍ଷା କରିବାକୁ ପଡୁଛି ୩ ଦିନ

ନୂଆଦିଲ୍ଲୀ : କରୋନାର ଶେଷ ଠିକଣା ଚୀନ୍‌ । ଯେଉଁଠି ଉତ୍ପନ୍ନ ହୋଇଥିଲା ଶେଷରେ ସେଇଠି ଉତ୍ପାତ କରୁଛି ମହାମାରୀ । ଜିରେ କୋଭିଡ୍‌ ନୀତିରୁ ହଟିବା ପରେ ଚୀନ୍‌ରେ ସ୍ଥିତି ଅସମ୍ଭାଳ । ବେଜିଂରେ ଆରମ୍ଭ ହୋଇଛି ମଣିଷ ମଡ଼କ । ଶବଦାହ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଧାଡ଼ି । ୩ ଦିନ ଅପେକ୍ଷା…

ଚାଇନାରେ ପୁଣି ବଢୁଛି କୋଭିଡ ମାମଲା, ଲକ୍ଷଣ ଜାଣନ୍ତୁ

ଚାଇନାରେ ପୁଣି ବୃଦ୍ଧି ପାଉଛି କୋଭିଡ ମାମଲା । କରୋନା ମାମଲା ବୃଦ୍ଧି ହେତୁ ୧୧ଟି ସହରରେ ତାଲା ପଡିବା ସହ ୩ କୋଟି ଲୋକେ ଏବେ ଲକଡାଉନରେ ରହିଛନ୍ତି । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଏପର୍ଯ୍ୟନ୍ତ ପାଖାପାଖି ୬୦୦୦ରୁ ଉର୍ଦ୍ଧ୍ୱଟି ନୂଆ ମାମଲା ସାମନାକୁ ଆସିଛି । ଯେଉଁ ସହର…

ଜନ ସାଧାରଣଙ୍କୁ ଅନୁରୋଧ, ଅତି ଦରକାର ନଥିଲେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କଟକ(କେନ୍ୟୁଜ୍):ଅତି ଦରକାର ନଥିଲେ ରୋଗୀ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ। ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ, ଅତି ଆବଶ୍ୟକ ନଥିଲେ ଆସନ୍ତୁ ନାହିଁ। ସାଧାରଣ ରୋଗୀଙ୍କ ରୋଗ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି। ସେଠାରେ ଯୋଗାଯୋଗ କରି ଔଷଧ ନେଇପାରିବେ। ଓପିଡିର ଆଟେଣ୍ଡାନ୍ସ…

ଓମିକ୍ରନ୍‌ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶରେ ଓମିକ୍ରନ୍‌ ବ୍ୟାପୁଥିବା ବେଳେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ୧୫ ରାଜ୍ୟକୁ ମାଡ଼ିଲାଣି ଓମିକ୍ରନ୍‌ । ଦିଲ୍ଲୀ, ମୁମ୍ବାଇରେ ପୁଣି ଉପରମୁହାଁ କରୋନା ଗ୍ରାଫ୍‌ । ସମ୍ଭାବ୍ୟ ତୃତୀୟ େଓ୍ଵଭ୍‌ର ଆଶଂକା ପ୍ରକାଶ ପାଇଛି । ମୁକାବିଲ ପାଇଁ କଣ ପଦକ୍ଷେପ…

ଭାରତରେ କୋଭିଡ ସ୍ଥିତିର ମଜା କରିବା ଚୀନକୁ ପଡ଼ିଲା ଭାରି, ଖୋଦ ଚୀନ ନାଗରିକଙ୍କ ପ୍ରତିବାଦ ପରେ ଇଣ୍ଟରନେଟରୁ ହଟାଗଲା…

ଚୀନ କମ୍ୟୁନିଷ୍ଟ ପାର୍ଟି(ସିସିପି) ତରଫରୁ ଇଣ୍ଟରନେଟ ମିଡିଆରେ ଜାରି ଏକ ପୋଷ୍ଟରେ ଭାରତର କୋଭିଡ ସଙ୍କଟର ମଜା ବନାଯାଇଛି। କିନ୍ତୁ ଭାରତର ଖରାପ ଛବି ଦେଖେଇବାର ଚୀନର ଏହି କୁପ୍ରୟାସ ଓଲଟା ନିଜର ଛବି ଉପରେ ଭାରି ପଡିଯାଇଛି। ଏକ ରିପୋର୍ଟ ଅନୁସାରେ, ଇଣ୍ଟରନେଟରେ ଯେଉଁ ଆକାଉଣ୍ଟରୁ ଏଭଳି…

୪ କିମି ଯାତ୍ରା ପାଇଁ ଆମ୍ବୁଲାନ୍ସ ନେଲା ୧୦ ହଜାର ଟଙ୍କା! ରିସିପ୍ଟ ଫଟୋ ଭାଇରାଲ ପରେ ଉଡ଼ିଗଲା ଲୋକଙ୍କ ହୋଶ୍‌

ଯେଉଁଠି କରୋନାର ଦ୍ୱିତୀୟ ଲହରୀକୁ ନେଇ ସମସ୍ତେ ଆତଙ୍କିତ ଏବଂ ଭୟଭୀତ ଅବସ୍ଥାରେ ଅଛନ୍ତି, ହଜାର ହଜାର ଲୋକ ଟେଷ୍ଟ ଏବଂ ଚିକିତ୍ସା କରାଇବା ପାଇଁ ରାସ୍ତାକୁ ଆସୁଛନ୍ତି, ସେଠି ଏମିତି ବି ଫଟୋ ସାମ୍ନାକୁ ଆସୁଛି, ଯାହାକି ଆପଣଙ୍କ ହୋଶ୍‌ ଉଡ଼ାଉ ଦେବ। ଏଠାରେ ରୋଗୀଙ୍କୁ ମନଇଚ୍ଛା ଦାମ୍‌ କହି…

ତୃଣମୂଳ ସ୍ତରରେ ପରିସ୍ଥିତି ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଯେଉଁ ନୀତି ଅବଲମ୍ବନ କରି ଆସିଛେ, ସେହିପରି କୋଭିଡ୍‌ ମୁକାବିଲାରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର। ତୃଣମୂଳସ୍ତରରେ ପରିସ୍ଥିତି ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ…

ଦେଶରେ କରୋନା ସ୍ଥିତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ଆଜି ସାଢେ ୬ଟାରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ହେବେ କଥା

କେନ୍ୟୁଜ୍(ବ୍ୟୁରୋ):  ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟା ୬ଟା ୩୦ରେ କରିବେ ଆଲୋଚନା। ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍‌…

କୋଭିଡ୍‌ ମୁକାବିଲା ଓ ପ୍ରସ୍ତୁତ ପାଇଁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଙ୍କୁ ସ୍ୱାସ୍ଥ୍ୟ ବିଭାଗର…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସଜାଗ ସରକାର । କୋଭିଡ୍‌ ମୁକାବିଲା ଓ ପ୍ରସ୍ତୁତ ପାଇଁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଟେଷ୍ଟିଂ, ଟ୍ରେସିଂ ଓ ସର୍ଭିଲାନ୍‌ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା…

ପୁଣି ହେବ କି ଲକଡାଉନ୍‌, ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟକୁ ଲେଉଟିଛି କରୋନା କାୟା । ପୁଣି ବଢ଼ିଲା ଭାଇରସ୍‌ ଭୟ । ରାଜ୍ୟରେ ପୁଣି ଥରେ ଚିନ୍ତା ବଢାଇଛି ଦୈନିକ ସଂକ୍ରମଣ । ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ମ ୫ଟାରେ ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା…