Browsing Tag

covid test

ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ, ଆଜିଠୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ

ଭୁବନେଶ୍ବର(କେନ୍ୟୁଜ) : ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ । ତା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କୋଭିଡ ଟେଷ୍ଟ କରିଛନ୍ତି । ଆସନ୍ତାକାଲି ପୌର ନିର୍ବାଚନ ଥିବାରୁ ବିଧାୟକମାନେ ଚାହିଁଲେ ଜିଲ୍ଲାସ୍ତରରେ ଟେଷ୍ଟ କରି ରିପୋର୍ଟ…

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି, ଡାକ୍ତରଖାନାରେ ଆଡମିଟ ବେଳେ ଆବଶ୍ୟକ ନୁହେଁ କୋଭିଡ ଟେଷ୍ଟ

ଭୁବନେଶ୍ବର(କେନ୍ୟୁଜ୍): ଡାକ୍ତରଖାନାରେ ଆଡମିଟ ବେଳେ ଆବଶ୍ୟକ ନୁହେଁ କୋଭିଡ ଟେଷ୍ଟ। ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ହ୍ରାସ ପାଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଡାକ୍ତରଖାନାରେ ଆଡମିସନ ପୂର୍ବରୁ କୋଭିଡ ଟେଷ୍ଚ କରାଯାଉଥିଲା। ବର୍ତ୍ତମାନ ଏହାକୁ ବନ୍ଦ କରାଯିବ।…

ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ଚାଲିଛି କୋଭିଡ ଟେଷ୍ଟ, ସବୁ ସଦସ୍ୟଙ୍କର ହେବ ଆଣ୍ଟିବଡି ପରୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): ବିଧାନସଭା ଶୀତ ଅଧିବେଶନ ପୂର୍ବରୁ କୋଭିଡ ଟେଷ୍ଟ। ବିଧାନସଭା ସଦସ୍ୟଙ୍କ ସହ ସବୁ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ RTPCR ଟେଷ୍ଟ କରାଯାଉଛି। ସବୁ ସଦସ୍ୟଙ୍କର ଆଣ୍ଟିବଡି ପରୀକ୍ଷା ମଧ୍ୟ କରାଯିବ। ଏଥିପାଇଁ ବିଧାନସଭା ପରିସରରେ ୨ଟି ପୃଥକ ପୃଥକ ସ୍ଥାନରେ ୨ଟି…

କରୋନା ଟେଷ୍ଟ ରିପୋର୍ଟ ପାଇଁ ଲ୍ୟାବକୁ ଯିବାକୁ ପଡିବନି , ଆଜିଠାରୁ କୋଭିଡ଼ ଟେଷ୍ଟ ରିପୋର୍ଟ ମିଳିବ ୱେବସାଇଟରେ

କେନ୍ୟୁଜ୍(ବ୍ୟୁରୋ): କରୋନା ଟେଷ୍ଟ ରିପୋର୍ଟ ପାଇଁ ଲ୍ୟାବକୁ ଯିବାକୁ ପଡିବନି କି ଅପେକ୍ଷା କରିବାକୁ ପଡିବନି। ଏଣିକି ୱେବସାଇଟରେ ମିଳିବ ଟେଷ୍ଟିଂ ରିପୋର୍ଟ। ଉଭୟ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ୱେବସାଇଟରେ ଉପଲବ୍ଧ  ହେବ। ଆଜିଠାରୁ ଏହି ଅନଲାଇନ ସୁବିଧା  କରାଯାଇଥିବା…

ପୁରୀ ଶ୍ରୀମନ୍ଦିର ସେବାୟତଙ୍କର ପୁଣି ଥରେ ହେବ କୋଭିଡ ଟେଷ୍ଟ

ପୁରୀ(କେ ନ୍ୟୁଜ): ପୁଣି ପୁରୀ ଶ୍ରୀମନ୍ଦିରରେ ସେବାୟତଙ୍କ ହେବ କୋଭିଡ ଟେଷ୍ଟ। ଆସନ୍ତାକାଲି ଠାରୁ ପ୍ରାୟ ୨ହଜାର ସେବାୟତଙ୍କ ପୂନର୍ବାର କୋଭିଡ ଟେଷ୍ଟ ହେବ। ବିଭିନ୍ନ ସ୍ଥାନରୁ ପୁରୀ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିବା ପରେ କୋଭିଡ ସଂକ୍ରମଣ ଆଶଙ୍କା ଦେଖାଯାଇଛି। ଏହା ପ୍ରତି…

ଏଣିକି ୪୦୦ ଟଙ୍କାରେ ହେବ ଆରଟିପିସିଆର ଟେଷ୍ଟ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଏଣିକି ୪୦୦ ଟଙ୍କାରେ ହେବ ଆରଟିପିସିଆର ଟେଷ୍ଟ । ଘରୋଇ ଲାବୋରେଟୋରୀ ବା ଘରୋଇ ହସପିଟାଲରେ ୪୦୦ ଟଙ୍କାରେ ହେବ କରୋନା ଆରଟିପିସିଆର ଟେଷ୍ଟ । ପରୀକ୍ଷା ପାଇଁ ଘରୋଇ ଡାକ୍ତରଖାନା ନେଇ ପାରିବେନି ଅଧିକ ଟଙ୍କା । ପୂର୍ବରୁ ଦେବାକୁ ପଡ଼ୁଥିଲା ୧୨୦୦ ଟଙ୍କା । ୨୨୦୦ ଟଙ୍କାରୁ ୧୨୦୦…

ଏବେ ଘରେ ହିଁ କରିପାରିବେ କରୋନା ଟେଷ୍ଟ, ମାତ୍ର ୩୦ ମିନିଟ୍‌ରେ ମିଳିବ ରିପୋର୍ଟ

କରୋନା ଟେଷ୍ଟ କରିବା ପାଇଁ ମେଡିକାଲରେ ଲମ୍ବା ଲାଇନ୍‌ ଲାଗୁଛି। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ବୈଜ୍ଞାନିକମାନେ ଏକ ସହଜ ଉପାୟ ବାହାର କରିଛନ୍ତି। ଏବେ ଆପଣ ଘରେ ବସି ମଧ୍ୟ କରୋନା ଟେଷ୍ଟ କରିପାରିବେ। ରିପୋର୍ଟ ମୁତାବକ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ୍‌ ପ୍ରଥମ…

ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ, ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ,ବିଧାୟକ ଓ ଷ୍ଟାଫଙ୍କର…

ଭୁବନେଶ୍ବର: ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ତା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି କୋଭିଡ୍‌ ଟେଷ୍ଟ । ମନ୍ତ୍ରୀ, ବିଧାୟକ ଓ ଷ୍ଟାଫଙ୍କର ଆରଟି-ପିସିଆର ପରୀକ୍ଷା କରାଯାଉଛି । ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଟେଷ୍ଟ କରାଯାଇଛି। ବିଧାନସଭା ପରିସରରେ ନମୁନା ସଂଗ୍ରହ ନେଇ…

୭ ମାସରେ ୭ଥର କରୋନା ଟେଷ୍ଟ କରାଇଲେ ମୌନୀ ରୟ, ଜାଣନ୍ତୁ କାହିଁକି?

ବଲିଉଡ ଅଭିନେତ୍ରୀ ମୌନୀ ରୟ ୭ମାସରେ ୭ଥର କରୋନା ଟେଷ୍ଟ କରିଛନ୍ତି। ଏନେଇ ସେ କହିଛନ୍ତି, ସୁଟିଂ ସମୟରେ ପ୍ରତ୍ୟେକ ସପ୍ତାହରେ କାଷ୍ଟ ଏବଂ କ୍ରୁ ର କରୋନା ଟେଷ୍ଟ କରାଯାଉଥିଲା। କାରଣ ଯେପରି ସମସ୍ତେ ସୁରକ୍ଷିତ ରୁହନ୍ତୁ। ଏନେଇ ମୌନୀ ମଧ୍ୟ କହିଛନ୍ତି ଏହା ବହୁତ କଷ୍ଟକର ଏବଂ ଯନ୍ତ୍ରଣାଦାୟକ।…

ଆମେରିକାର ଜଣେ ମହିଳାଙ୍କର ହେଉଥିଲା ସ୍ୱାବ୍‌ ସଂଗ୍ରହ, ହେଲେ ହଠାତ୍‌ ନାକରୁ ବାହାରି ପଡିଲା କିଛି…..

କୌଣସି ବ୍ୟକ୍ତିଙ୍କ ନିକଟରେ ଯଦି କରୋନାର ଲକ୍ଷଣ ଦେଖାଯାଏ ତେବେ ତାଙ୍କର କୋଭିଡ ଟେଷ୍ଟ କରିବା ପାଇଁ ତାଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଏ। ଆମେରିକାରେ ଏହି ସ୍ୱାବ ଟେଷ୍ଟ ପରୀକ୍ଷଣର ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ନାକରୁ ସ୍ୱାବ ସଂଗ୍ରହ କରୁଥିବା ସମୟରେ ତାଙ୍କ…

ଆଜିଠୁ ବିଧାୟକ, ମନ୍ତ୍ରୀ, ସୁରକ୍ଷା କର୍ମୀ ଓ ବିଧାନସଭା କର୍ମଚାରୀଙ୍କ ହେବ କୋଭିଡ୍‌ ଟେଷ୍ଟ, ନମୁନା ସଂଗ୍ରହ ପାଇଁ ୭ଟି…

ଭୁବନେଶ୍ବର: ଆଜିଠୁ ବିଧାୟକ, ମନ୍ତ୍ରୀ, ସୁରକ୍ଷା କର୍ମୀ ଓ ବିଧାନସଭା କର୍ମଚାରୀଙ୍କ କରାଯିବ କୋଭିଡ୍‌ ଟେଷ୍ଟ । ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ଆଜିଠାରୁ ୨୮ ତାରିଖ ଯାଏ ୩ ଦିନ ଧରି ଚାଲିବ କୋଭିଡ ଟେଷ୍ଟ। ନମୁନା ସଂଗ୍ରହ ପାଇଁ ୭ଟି…

ବିଧାନସଭା ଅଧିବେଶନ ଦୁଇ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ ହେବ କୋଭିଡ ପରୀକ୍ଷା

ଭୁବନେଶ୍ବର: ସମସ୍ତ ବିଧାୟକଙ୍କ ହେବ କୋଭିଡ ପରୀକ୍ଷା । ଆରଟିପିସିଆର ମାଧ୍ୟମରେ ହେବ ପରୀକ୍ଷା। ବିଧାନସଭା ଅଧିବେଶନ ଦୁଇ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ ଏହି କୋଭିଡ ପରୀକ୍ଷା ହେବ। ନେଗେଟିଭ ଆସିଲେ ବିଧାନସଭା ଅଧିବେଶନରେ ଯୋଗ ଦେବେ । ୫ ଦିନ ପରେ ପୁଣିଥରେ ଟେଷ୍ଟ କରାଯିବ। ବିଧାନସଭାରେ…