Browsing Tag

Covid testing

ଅପ୍ରେଲ ୧୦ ଓ ୧୧ରେ ଦେଶର ସବୁ ହସ୍ପିଟାଲରେ କୋଭିଡ ଟେଷ୍ଟିଂ ମକଡ୍ରିଲ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

କେନ୍ୟୁଜ୍‌(ବ୍ୟୁରୋ): ଦେଶରେ ପୁଣି ମାଡୁଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଲଗାତାର ଦ୍ୱିତୀୟ ଦିନରେ ୬ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ପଡିଜିଭ୍‌ । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୫.୬୩ ପ୍ରତିଶତ ।…

ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା, ସବୁ ବିଧାୟକ ଓ କର୍ମଚାରୀଙ୍କ ହେବ ଟେଷ୍ଟ

ଭୁବନେଶ୍ବର (କେନ୍ୟୁଜ): ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେଶନ । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାୟିକା ଏବଂ କର୍ମଚାରୀଙ୍କ ସମେତ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ହେବ । ୫ ଘଣ୍ଟା…

ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର (କେନ୍ୟୁଜ): ଲକ୍ଷଣ ନଥିଲେ କୋଭିଡ୍‌ ଟେଷ୍ଟିଂ କରନ୍ତୁ ନାହିଁ। ପଜିଟିଭ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ। କେନ୍ଦ୍ର ସରକାରଙ୍କ ନୂଆଗାଇଡ୍‌ଲାଇନ୍‌ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ଜିଲ୍ଲା ଗୁଡିକୁ…

କରୋନା ଟେଷ୍ଟିଂ ପୁଣି ରେକର୍ଡ କଲା ଓଡିଶା, ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାର ୭ଶହ କୋଭିଡ ଟେଷ୍ଟ

ଭୁବନେଶ୍ବର: କରୋନା ଟେଷ୍ଟିଂ ପୁଣି ରେକର୍ଡ କଲା ଓଡିଶା। ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାର ୭ଶହ କୋଭିଡ ଟେଷ୍ଟ ହୋଇଛି । RTPCR, ଆଣ୍ଟିଜେନ୍‌ ଓ ଟ୍ରୁନାଟ ଟେଷ୍ଟ କରାଯାଇଛି । ଦୁଇ ଦିନ ହେବ ୪୦ ହଜାର ଉପରେ ଟେଷ୍ଟିଂ କରାଯାଉଛି । ପ୍ରଥମେ ୪୨ ହଜାର ୭୬୧ କୋଭିଡ ଟେଷ୍ଟ କରାଯାଇଥିବା ବେଳେ…

ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ ନୂଆ ମେଡିକାଲ କଲେଜରେ ହେବ କୋଭିଡ ଟେଷ୍ଟିଂ, OMSCL ଜରିଆରେ ଉପକରଣ ଶୀଘ୍ର କିଣିବା…

ଭୁବନେଶ୍ବର(କେନ୍ୟୁଜ): ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ଟି ନୂଆ ମେଡିକାଲ କଲେଜରେ କରାଯିବ କରୋନା ଟେଷ୍ଟ । ଆସନ୍ତା ୧୬ ତାରିଖରେ ବଲାଙ୍ଗୀର ଓ ୨୩ ତାରିଖରେ କୋରାପୁଟରେ ଆରମ୍ଭ ହେବ କୋଭିଡ ଟେଷ୍ଟିଂ। ସେହିପରି ବାରିପଦା ମେଡିକାଲ କଲେଜରେ ୩୧ ତାରିଖରେ ଟେଷ୍ଟିଂ ଆରମ୍ଭ କରାଯିବ । ଏନେଇ…