ଆଜିଠୁ ଖୋଲିଲା ଦୋକାନ, ଦୀର୍ଘ ଦୁଇ ମାସ ପରେ ବସ୍ ଚଳାଚଳ ହେଲା ଆରମ୍ଭ
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଜୁଲାଇ ଗାଇଡ୍ଲାଇନ୍ । ଖୋଲିଛି ସମସ୍ତ ଦୋକାନ । କାଟାଗୋରୀ-Aରେ ଥିବା କମ୍ ସଂକ୍ରମିତ ୨୦ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡ଼ିଛି ବସ୍ । ଦୀର୍ଘ ଦୁଇ ମାସ ପରେ ବସ୍ ଚଳାଚଳ ଆରମ୍ଭ ହୋଇଛି । ମାତ୍ର କିଛି ସ୍ଥାନରେ ବସ୍ ଚଳାଚଳ ହୋଇଛି ।…