Browsing Tag

covid vaccination

ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ, ସରକାରୀ ହସ୍ପିଟାଲ ଗୁଡିକରେ ଦିଆଯିବ ଟିକା

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା । ରାଜ୍ୟକୁ ଆସିଛି କୋଭିସିଲଡ ଟିକାର ୧ଲକ୍ଷ ଡୋଜ୍‌ । ସବୁ ଜିଲ୍ଲାକୁ ଟିକା ଦିଆଯାଇଛି। ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ…

କୋଭିଡ୍‌ ଟିକା ମୃତ୍ୟୁ ପାଇଁ ଆଦୌ ଦାୟୀ ନୁହଁନ୍ତି ସରକାର; ସୁପ୍ରିମ୍‌ କୋର୍ଟରେ ଜବାବ ରଖିଲା କେନ୍ଦ୍ର

ସରକାର ଜନହିତରେ ଲୋକମାନଙ୍କୁ କୋଭିଡ୍‌ ଟିକାକରଣ ପାଇଁ ପ୍ରୋତ୍ସାହିତ କରନ୍ତି, କିନ୍ତୁ ଟିକା ନେବା କୌଣସି ଆଇନତଃ ବାଧ୍ୟତାମୂଳକ ନୁହେଁ। କୌଣସି ବ୍ୟକ୍ତି ଉପରେ ଟିକାର ଖରାପ ପ୍ରଭାବ ପାଇଁ ସରକାରଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ଏହି କଥା ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି କେନ୍ଦ୍ର…

ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ ଟିକା, କାଲିଠୁ ୧୮ରୁ ୫୯ ବର୍ଷଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ

ଭୁବନେଶ୍ବର(କେନ୍ୟୁଜ୍):ଏବେ ରାଜ୍ୟରେ କୋଭିଡ୍‌ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ । ହେଲେ ସହରାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ, ସତର୍କତା, ସଚେତନତା ଏବଂ ସଠିକ୍‌ ସୂଚନା ପ୍ରସାରଣ ଉପରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ…

ବିଏମସି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି, ରାଜଧାନୀରେ ଟିକାକରଣ ଉତ୍ସାହଜନକ ନଥିବା ଉଲ୍ଲେଖ

ଭୁବନେଶ୍ୱର(କେନ୍ୟୁଜ): ବିଏମସି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି । ବିଏମସିରେ ଟିକାକରଣ ଉତ୍ସାହଜନକ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଧିରେ ଧିରେ ବଢି ଚାଲିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ୧୨ରୁ ୧୪…

କୋଭିଡ ଟିକାକରଣରେ ତ୍ରୁଟି ସମ୍ପର୍କିତ ମାମଲା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ବ୍ୟକ୍ତିଗତ…

କଟକ(କେନ୍ୟୁଜ): କୋଭିଡ ଟିକାକରଣରେ ତ୍ରୁଟି ସମ୍ପର୍କିତ ମାମଲାର ଶୁଣାଣି କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଜଷ୍ଟିିସ ବିଶ୍ଵନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି…

ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ କୋଭିଡ ଟିକାକରଣ, ରାଜ୍ୟରେ ୧୫ଲକ୍ଷ ୨୧ ହଜାର ପିଲା ନେବେ କୋର୍ବେଭାକ୍ସ ଟିକା

ଭୁବନେଶ୍ବର(କେନ୍ଯୁଜ୍):ଆଜି ଜାତୀୟ ଟିକାଦାନ ଦିବସ । ଏହି ଅବସରରେ ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ ଟିକାକରଣ । ଜନ୍ମ ତାରିଖ ଆଧାରରେ ଦିଆଯାଉଛି ଟିକା । ଯେଉଁମାନେ ୨୦୧୦ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ କୋଭିଡ ଟିକା ଦିଆଯାଉଛି । ଟିକା ନେବାକୁ ଜନ୍ମ ପ୍ରମାଣପତ୍ର…

୧୫ ଦିନ ଭିତରେ ଶତପ୍ରତିଶତ କିଶୋରଙ୍କ ଟିକାକରଣ ସାରିବାକୁ ବିଏମ୍‌ସିର ଲକ୍ଷ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୫ଦିନ ଭିତରେ ଶତପ୍ରତିଶତ କିଶୋରଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ବିଏମ୍‌ସି। ୧୮ ବର୍ଷରୁ କମ୍‌ ବୟସ୍କମାନେ ଅଧିକ ସଂକ୍ରମିତ ହେଉଥିବା ବେଳେ ଟିକାକରଣରେ କିଶୋରଙ୍କୁ ଅଗ୍ରାଧିକାର ଦିଆଯିବ। ୩୫ଟି ସେଣ୍ଟରରେ ଆରମ୍ଭ ହୋଇଥିବା ଟିକାକରଣ ଏବେ…

ଭାରତରେ ପିଲାଙ୍କୁ ଜଲ୍‌ଦି ମିଳିବ ସୁରକ୍ଷା କବଚ, ୧ ଜାନୁଆରୀରୁ ଟିକାକରଣର ରେଜିଷ୍ଟ୍ରେସନ, ଏ ହେଉଛି ବୁକିଂର ଉପାୟ

କରୋନା ମହାମାରୀ ବିରୋଧୀ ଯୁଦ୍ଧରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି। ଆସନ୍ତା ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବାକୁ ଯାଉଛି। କରୋନା ଭାରିଆଣ୍ଟ ଓମିକ୍ରନ୍ର ବଢ଼ୁଥିବା ଆତଙ୍କ ଭିତରେ ନିକଟରେ DCGI ପିଲାମାନଙ୍କୁ ଦିଆ ଯିବାକୁ ଥିବା କୋଭାକ୍ସିନ ଟିକାକୁ…

ସ୍ୱାସ୍ଥ୍ୟ ବିଭାଗର ସାଂଘାତିକ ତ୍ରୁଟି: ବିହାରର କୋଭିଡ୍‌ ଟିକାକରଣ ତାଲିକାରେ ମୋଦି, ସୋନିଆ, ପ୍ରିୟଙ୍କା ଚୋପ୍ରାଙ୍କ…

କୋଭିଡ୍‌ ଡୋଜ୍‌ ତାଲିକାରେ ନରେନ୍ଦ୍ର ମୋଦି, ସୋନିଆ ଗାନ୍ଧି, ଅମିତ ଶାହ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାଁ। ବିହାରର ଅରୱଲ ଜିଲ୍ଲାସ୍ଥିତ କାର୍ପି ବ୍ଲକରେ କୋଭିଡ୍‌ ଟିକାକରଣକୁ ନେଇ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଭିଡ୍‌ ଟିକାକରଣ ତାଲିକାରେ ପ୍ରଧାନମନ୍ତ୍ରୀ…

କରୋନାର ଆଉ ଏକ ଲହରି କବଳରେ ସାରା ବିଶ୍ୱ! ଆମେରିକାରେ ଖରାପ ହେବାରେ ଲାଗିଛି ସ୍ଥିତି, କିଛି ଦେଶରେ କଡ଼ା ଲକ୍‌ଡାଉନ

ୟୁରୋପୀୟ ଦେଶମାନଙ୍କରେ କରୋନା ମହାମାରୀର ପ୍ରକୋପ ପୁଣିଥରେ ବଢ଼ିବାରେ ଲାଗିଛି। ଟିକାକରଣ ସତ୍ତ୍ୱେ ମାମଲାରେ ବୃଦ୍ଧି ଘଟୁଛି। ସ୍ଥିତି ଗତବର୍ଷ ନଭେମ୍ବର ଭଳି ହୋଇ ଯାଇଛି। ସେପଟେ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ କରୋନା ମାମଲା ପୁଣି କାୟା ବିସ୍ତାର କରି…

ରାଜ୍ୟରେ କୋଭିଡ ଟିକାକରଣରେ ମାଇଲଖୁଣ୍ଟ: ୪କୋଟି ଡୋଜ ପାର୍ କଲା ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ କୋଭିଡ ଟିକାକରଣରେ ମାଇଲଖୁଣ୍ଟ। ୪କୋଟି ଡୋଜ ପାର କଲା ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ସଂପୂର୍ଣ୍ଣ ସାରିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି।…

କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ, ସାଢେ ୩ କୋଟି ଟପିବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ ଟିକାକରଣରେ ରାଜ୍ୟର ନୂଆ ମାଇଲଖୁଣ୍ଟ । ଓଡ଼ିଶାରେ ସାଢେ ୩ କୋଟି ଟପିବ ଟିକାକରଣ। ବର୍ତ୍ତମାନ ସୁଦ୍ଧା ୩ କୋଟି ୪୬ଲକ୍ଷ ୪୧ ହଜାର ୪୯୧ ଡୋଜ୍‌ ଟିକାକରଣ ହୋଇଛି। ପ୍ରଥମ ଡୋଜ୍‌ ନେଇଛନ୍ତି ୨କୋଟି ୪୪ଲକ୍ଷ ୭୯ହଜାର ୩୭୬ଜଣ। ସେହିପରି ଦ୍ୱିତୀୟ ଡୋଜ୍‌ ନେଇଛନ୍ତି…