ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ, ସରକାରୀ ହସ୍ପିଟାଲ ଗୁଡିକରେ ଦିଆଯିବ ଟିକା
ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍ ଟିକା । ରାଜ୍ୟକୁ ଆସିଛି କୋଭିସିଲଡ ଟିକାର ୧ଲକ୍ଷ ଡୋଜ୍ । ସବୁ ଜିଲ୍ଲାକୁ ଟିକା ଦିଆଯାଇଛି। ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ…