କୋଭିଡ୍-୧୯ ସମୟରେ କୋଭିସିଲ୍ଡ ନେଇ ଭୟଭୀତ କି ?
ଆପଣ କୋଭିସିଲ୍ଡ ନେଇଛନ୍ତି କି ? କୋଭିଡ ମହାମାରୀ ସମୟରେ ଏହା ଥିଲା ଏକ ପ୍ରକାର ରାମବାଣ । ମହାମାରୀ ଚାଲିଥିବା ବେଳେ ବଞ୍ଚିବାର ଏକମାତ୍ର ସାହା ଭରସା ଥିଲା ଏହି ଭ୍ୟାକ୍ସିନ୍ । ଯେଉଁ ଭ୍ୟାକ୍ସିନ୍କୁ ନେଇ ଆଜି ଆସିଛି ଗୁରୁତ୍ୱପୂର୍ଣ୍ଣ କଥା । ଯାହା ଆପଣ ଜାଣିବା ନିହାତି ଦରକାର । କାରଣ…