ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଆହୁରି ୨୫ ଲକ୍ଷ ଲୋକ ବାକି, ଡିସେମ୍ବର ସୁଦ୍ଧା ସାରିବାକୁ ଚେଷ୍ଟା
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧୮୦୦ କେନ୍ଦ୍ରରେ ଚାଲିଛି ଟିକାକରଣ। ୩ କୋଟି ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଆହୁରି ୨୫ ଲକ୍ଷ ଲୋକ ବାକି ଅଛନ୍ତି। ସେମାନଙ୍କୁ ଟିକା କେନ୍ଦ୍ରରେ ଦ୍ୱିତୀୟ ଡୋଜ୍ କିଭଳି ନେବେ ସେ…