Browsing Tag

Covid Vaccine Phase 3 Trial

ଫାଇଜର କମ୍ପାନି କଲା ଘୋଷଣା, ଫେଜ୍‌ ୩ ଟ୍ରାଏଲ୍‌ରେ କରୋନା ଟିକାରୁ ମିଳିଛି ୯୦% ସଫଳତା

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକା ପରୀକ୍ଷଣରେ ୯୦ ପ୍ରତିଶତ ସଫଳତା ମିଳିଛି ବୋଲି କହିଛି ଫାଇଜର କମ୍ପାନି । ଫାଇଜର ଓ ବାୟୋଟେକ୍‌ କମ୍ପାନି ମିଳିତ ଉଦ୍ୟମରେ ବିକଶିତ ଟିକାର ଫେଜ୍‌ ୩ ଟ୍ରାଏଲ୍‌ ୯୦ ପ୍ରତିଶତ ସଫଳତା ମିଳିଛି ବୋଲି ଫାଇଜର କମ୍ପାନୀ କହିଛି । ୨୮ ଦିନ ପରେ ହୋଇଥିବା…