Browsing Tag

Covid vaccine-Serum Institute’s ‘Covishield

କୋଭିସିଲ୍ଡର ବୁଷ୍ଟର ଡୋଜ ପାଇଁ ଚାଲିଛି ପ୍ରସ୍ତୁତି, ରିସର୍ଚ୍ଚରୁ ମିଳିଲା ସୂଚନା

କରୋନା ବିରୁଦ୍ଧରେ ଏବେ ସାରା ଦୁନିଆ ଲଢ଼ୁଛି । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଭ୍ୟାକସିନକୁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ଅକ୍ସଫୋର୍ଡ ଆଷ୍ଟ୍ରୋଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ ଭ୍ୟାକସିନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରିସର୍ଚ୍ଚରୁ ସୂଚନା…

କୋଭିଡ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢ଼ାଇଲା ଆମେରିକା, ଭ୍ୟାକ୍ସିନ ଉତ୍ପାଦନ ପାଇଁ ପଠାଇବ କଞ୍ଚାମାଲ

କୋଭିଡ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢ଼ାଇଛି ଆମେରିକା। କୋଭିଡ ଭ୍ୟାକ୍ସିନ ଉତ୍ପାଦନ ପାଇଁ କଞ୍ଚାମାଲ, ଅକ୍ସିଜେନ ଓ ଷ୍ଟ୍ରାଇକ ଟିମ ପଠାଇବ ଆମେରିକା। ସେରମ ଇନ୍‌ଷ୍ଟିଚ୍ୟୁଟରେ କୋଭିସିଲଡ ଟିକା ଉତ୍ପାଦନ ପାଇଁ ଆମେରିକା କଞ୍ଚାମାଲ ଯୋଗାଇବ। ଏଥିପାଇଁ ଯୋଗାଣ ନେଇ ନିଜର ଅର୍ଡରକୁ…

୨୨୨ ଟଙ୍କାରେ ମିଳିବ କରୋନା ଟିକା, ସେରମ ଇନଷ୍ଟିଚ୍ୟୁଟ ଯୋଗାଇ ଦେବ ୨୦ କୋଟି ଟିକା

କେନ୍ୟୁଜ (ବ୍ୟୁରୋ): କରୋନା ଚିନ୍ତା ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର। ୨୨୨ଟଙ୍କାରେ ମିଳିବ କରୋନା ଟିକା। ଟିକା ଉତ୍ପାଦନର ଅଗ୍ରଣୀ ପ୍ରତିଷ୍ଠାନ ସେରମ ଇନଷ୍ଟିଚ୍ୟୁଟ ୨୦ କୋଟି ଟିକା ଯୋଗାଇ ଦେବ। ପୂର୍ବରୁ ସେରମ ୧୦ କୋଟି ଟିକା ଯୋଗାଇବାକୁ ଚୁକ୍ତି କରିଥିବା ବେଳେ ବର୍ତ୍ତମାନ ଆଉ ଅଧିକ ୧୦…

ପୁଣି ଘୁଞ୍ଚିଲା କରୋନା ଟୀକା ‘କୋଭାସିଲ୍ଡ’ ର ବଜାର ପ୍ରବେଶ, କେବେ ମିଳିବ କହିହେବ ନାହିଁ ବୋଲି ସ୍ପଷ୍ଟ କଲା କମ୍ପାନି

ନୂଆଦିଲ୍ଲୀ : ଦେଶରେ ଖୁବ୍‌ ଶୀଘ୍ର କରୋନା ଟୀକା ‘କୋଭାସିଲ୍ଡ’ ବଜାରରେ ଉପଲବ୍ଧ ହେବ ବୋଲି ପ୍ରକାଶ ପାଇଥିଲା । ଲୋକେ ଏହାକୁ ନେଇ ଆଶାବାଦୀ ହୋଇ ପଡ଼ିଥିଲେ । ହେଲେ ‘କୋଭାସିଲ୍ଡ’ ପ୍ରସ୍ତୁତ କରୁଥିବା ପୁନେର ସିରମ ଇନଷ୍ଟିଚ୍ୟୁଟ୍ କମ୍ପାନି ବଡ଼ ବୟାନ ଦେଇଛି । କମ୍ପାନି ପକ୍ଷରୁ କୁହାଯାଇଛି…