Browsing Tag

Covid vaccine

ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ, ଜୁଲାଇ ଶେଷ ସୁଦ୍ଧା ପୂରଣ ହୋଇଛି ଟାର୍ଗେଟ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି । ବିଭିନ୍ନ ବର୍ଗରେ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ୍‌ ହିସାବରେ ୧୮ ଲକ୍ଷ ୧୪ ହଜାର ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩…

ଇଞ୍ଜେକସନ୍‌ ରୂପେ ନୁହେଁ ଏବେ କ୍ୟାପ୍‌ସୁଲ ଭାବେ ମିଳିବ କରୋନା ଟିକା, ଇସ୍ରାଇଲ୍‌ କମ୍ପାନୀ ଆରମ୍ଭ କରୁଛି ମାନବ…

ଆଉ ଇଞ୍ଜେକସନ୍‌ ରୂପେ ନୁହେଁ, ଏବେ ବଟିକା ଭାବେ ମିଳିବ କରୋନା ଟିକା। ଇସ୍ରାଇଲର ଏକ କମ୍ପାନୀ ବଟିକା ବା କ୍ୟାପ୍‌ସୁଲ ଭାବେ କରୋନା ଟିକା ଦେବାକୁ ଯୋଜନା କରିଛି। ରିପୋର୍ଟ ମୁତାବକ, ତେଲ ଅବିବଠାରେ Oramed ନାମକ ଔଷଧ ନିର୍ମାତା କମ୍ପାନୀ ଓରାଲ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ର ମାନବ ପରୀକ୍ଷଣ…

ରାଜ୍ୟରେ ଦେଢ଼ କୋଟି ଡୋଜ୍‌ ଟପିଲା ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଲା । ଜାନୁଆରୀ ୧୬ ତାରିଖରେ ଦେଶ ତଥା ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା । ଏହାର ୬ ମାସ ପରେ ରାଜ୍ୟରେ କରୋନା ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଛି । ଗତକାଲି ୨ ଲକ୍ଷ ୩୬ ହଜାର ୭୭୪ ଜଣ…

ଇସ୍ରାଏଲ: ଇମ୍ୟୁନିଟି ପାଓ୍ଵାର ହ୍ରାସ ହେବା କାରଣରୁ ଆରମ୍ଭ ହେଲା ବୁଷ୍ଟର ଡୋଜ

କରୋନାକୁ ମାତ୍‌ ଦେବା ପାଇଁ ଭ୍ୟାକସିନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରେ ଇମ୍ୟୁନିଟି ପାଓ୍ଵାରକୁ ଶକ୍ତିଶାଳୀ କରିଥାଏ। କିନ୍ତୁ ଲୋକସଂଖ୍ୟାକୁ ଦେଖିଲେ ଏବେ ଭ୍ୟାକସିନର ମାତ୍ରା କମିଯାଇଛି। ଏହାର ଅଧିକ ଉତ୍ପାଦନ ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। ଭାରତରେ ଏହାର ଗୋଟିଏରୁ ୨ଟି ଡୋଜ…

ଖୁବ୍‌ଶୀଘ୍ର ଗର୍ଭବତୀଙ୍କୁ ଦିଆଯିବ ଟିକା, କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

ଭୁବନେଶ୍ବର(କେନ୍ଯୁଜ୍): କାଟାଗୋରୀ -Bରେ ରଖାଯାଇଥିବା ଜିଲ୍ଲା ଗୁଡ଼ିକରେ ଟ୍ରାନ୍ସମିସନ୍‌ ହେଉଛି। ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି। ସମସ୍ତେ ଯଦି ଗାଇଡ୍‌ଲାଇନ୍‌ ମାନିବେ, ନିଶ୍ଚିତ ସଂକ୍ରମଣ କମିବ। ସଂକ୍ରମଣ କମିବା ପାଇଁ ୩ଟି ପିଲାର ନିର୍ଦ୍ଧାରଣ କରିଛୁ।…

ଟିକା ନେବାକୁ ଲାଇନରେ ଅଛନ୍ତି ବୋତଲ-ଚପଲ-ବ୍ୟାଗ୍, ଅଧରାତିରୁ ଜମା ହେଉଛନ୍ତି ଲୋକେ

ଦେଶର ଅନ୍ୟ ରାଜ୍ୟ ଭଳି ଆସାମରେ ମଧ୍ୟ ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଏଣୁ ଟିକାଦାନ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ଜମିଛି। ଜିଲ୍ଲାର ଏକ ଟିକା କେନ୍ଦ୍ରରେ ଭିନ୍ନ ଦୃଶ୍ୟ ନଜର ଆସିଛି। ଏଠାରେ ଗୋଟିଏ ଦିନ ପୂର୍ବରୁ କିମ୍ବା ଅଧରାତିରୁ ଲୋକମାନେ ଲାଇନରେ ଠିଆ…

କୋଭିଡ୍ ଟୀକା ନେବା ପରେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ହରିଶଙ୍କର ପୃଷ୍ଟିଙ୍କ ପତ୍ନୀ ଯେ, ଲକ୍ଷ୍ମୀ ଆଚାରୀ । ଗତକାଲି ଉଭୟ ସ୍ୱାମୀ ଓ ସ୍ତ୍ରୀ ମୋହନାରେ ପ୍ରଥମ ଡୋଜ କୋଭିଡ ଟୀକା ନେଇଥିଲେ । ଏହା ପରେ ତାଙ୍କ…

ଆସନ୍ତାକାଲି ଠାରୁ ରାଜ୍ୟ ରେ ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ, କହିଲେ ସରକାର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁଯାୟୀ ଆସନ୍ତା କାଲିଠାରୁ ଦେଶରେ ନୂଆ ଟିକାକରଣ ନୀତି ଲାଗୁ କରାଯିବ । ଏହି ଅନୁଯାୟୀ ଟିକାକରଣ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ…

କୋଭିଡ ଟିକାର ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହା ପାଇଁ କେତେ ରହିଛି ଦାମ୍

ଘରୋଇ ହସପିଟାଲ ଗୁଡ଼ିକ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ ଟିକାର ଦର ଧାର୍ଯ୍ୟ କରିଛି। ଘରୋଇ ହସପିଟାଲ ଗୋଟିଏ କୋଭିସିଲ୍ଡ ଡୋଜ୍‌ ପାଇଁ ସର୍ବାଧିକ ୭୮୦ ଟଙ୍କା, କୋଭାକ୍ସିନ୍‌ ଡୋଜ୍‌ ପାଇଁ ୧୪୧୦ ଟଙ୍କା ଏବଂ ସ୍ପୁଟନିକ୍‌-ଭି ଟିକା ପାଇଁ ୧୧୪୫ ଟଙ୍କା ନେଇପାରିବେ। ଏହା ମଧ୍ୟରେ…

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆରମ୍ଭ ହେଲା ଟୀକାକରଣ, ଡୋଜ୍ ପ୍ରତି ୧୨୫୦ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଘରୋଇ ହସ୍ପିଟାଲରେ ଟୀକାକରଣ। ନିର୍ଧାରିତ ଦେୟ ଦେଇ ଟୀକା ନେଇପାରିବେ ଇଛୁକ ବ୍ୟକ୍ତି। ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରଥମ କରି ଆରମ୍ଭ ହେଲା ଏହି ସୁବିଧା। ପ୍ରତି ଡୋଜ ଟିକାର ଦାମ ୧୨୫୦ ଧାର୍ଯ୍ୟ କରାଯାଇଛି। କୋଓ୍ୱିନ ଆପରେ ଅନଲାଇନ ସ୍ଲଟ…

ବିଦେଶରୁ କରୋନା ଟିକା ଆମଦାନୀ ପାଇଁ ୭ ଦିନ ଘୁଞ୍ଚିଲା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଗ୍ଲୋବାଲ ଟେଣ୍ଡରରେ କେଉଁ ବିଦେଶୀ ଟିକା କଂପାନୀ ଆଗ୍ରହୀ ? ତାକୁ ସମସ୍ତଙ୍କ ଅପେକ୍ଷା। ଏହା ଜାଣିବାକୁ ଆଉ ସପ୍ତାହେ ଅପେକ୍ଷା କରିବାକୁ ପଡିବ। ୭ ଦିନ ଘୁଞ୍ଚିଲା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା। ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା…

କରୋନା ଟିକାକରଣ ପ୍ରକ୍ରିୟା ଏକ ମସ୍ତବଡ଼ ଭୁଲ୍‌, ଏମିତି କହିଲେ ନୋବେଲ୍‌ ବିଜେତା ବୈଜ୍ଞାନିକ

ଫ୍ରାନ୍ସ : ଗଣ କରୋନା ଟିକାକରଣ ଏକ ମସ୍ତବଡ଼ ଭୁଲ ବୋଲି କହିଛନ୍ତି ଫ୍ରାନ୍ସ ଭୁତାଣୁବିତ୍‌ ଓ ନୋବେଲ ବିଜେତା ଲକ୍‌ ମଣ୍ଟେନର । କରୋନା ମହାମାରୀ ବେଳେ ଏପରି ନିଷ୍ପତ୍ତି ଏକ ଐତିହାସିକ ଭୁଲ୍‌ ବୋଲି କହିଛନ୍ତି ଏହି ବୈଜ୍ଞାନିକ । ଏହି ଟିକାକରଣ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ସେ…