Browsing Tag

Covid vaccine

୯ମାସରେ ରେକର୍ଡ : ଆଜି ଦେଶରେ ୧୦୦କୋଟି ଟପିବ ଟିକାକରଣ

ନୂଆଦିଲ୍ଲୀ: ଆଜି ଦେଶରେ ୧୦୦କୋଟି ଟପିବକୁ ଯାଉଛି ଟିକାକରଣ। ଜାନୁଆରୀ ଆରମ୍ଭ ହୋଇଥିବା ଏହି କୋଭିଡ୍‌ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁବ। ଏହି ଅଭିଯାନ ଆରମ୍ଭ ହେବାର ୯ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦କୋଟି ଟିକାର ମାଇଲ ଖୁଣ୍ଟ ହାସଲ କରିବ। ଗତକାଲି ଅପରାହ୍ନ ସୁଦ୍ଧା ଦେଶରେ ପ୍ରାୟ…

ରାଜ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଆହୁରି ୨୫ ଲକ୍ଷ ଲୋକ ବାକି, ଡିସେମ୍ବର ସୁଦ୍ଧା ସାରିବାକୁ ଚେଷ୍ଟା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧୮୦୦ କେନ୍ଦ୍ରରେ ଚାଲିଛି ଟିକାକରଣ। ୩ କୋଟି ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଆହୁରି ୨୫ ଲକ୍ଷ ଲୋକ ବାକି ଅଛନ୍ତି। ସେମାନଙ୍କୁ ଟିକା କେନ୍ଦ୍ରରେ ଦ୍ୱିତୀୟ ଡୋଜ୍‌ କିଭଳି ନେବେ ସେ…

CDC ରିପୋର୍ଟ ତଥ୍ୟ: ଟିକା ନେଇଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିଲେ ମୃତ୍ୟୁର ରହିଛି ୧୧ ଗୁଣ ଆଶଙ୍କା

କେନ୍ଯୁଜ୍: ଟିକା ନେଇଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିଲେ ମୃତ୍ୟୁର ୧୧ ଗୁଣ ଆଶଂକା ରହିଛି । ସେହିପରି ଟିକା ନେଇ ନଥିଲେ ମେଡିକାଲରେ ଭର୍ତ୍ତି ହେବାର ୧୦ ଗୁଣ ଆଶଂକା ରହିଛି । ସେଣ୍ଟ୍ରାଲ ଫର ଡିସିଜ୍‌ କଣ୍ଟ୍ରୋଲ-CDCର ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବସନ୍ତ ଓ ଗ୍ରୀଷ୍ମ…

Googleରେ ବୁକ୍‌ କରି ପାରିବେ କୋଭିଡ୍‌ ଭ୍ୟାକ୍ସିନ୍‌ ସ୍ଲଟ୍‌, ସରକାର ଆରମ୍ଭ କଲେ ନୂଆ ଅଭିଯାନ, ଜାଣନ୍ତୁ

ଦେଶରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନ୍‌ ଉପରେ ଜୋର୍‌ ଦିଆଯାଉଛି। ସରକାର ପ୍ରୟାସ କରୁଛନ୍ତି କି, ଯେପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ଭ୍ୟାକ୍ସିନ୍‌ ପହଞ୍ଚିପାରୁ। ଏଥିପାଇଁ କେତେକ ଆପ୍‌ ତଥା ବିକଳ୍ପ ମଧ୍ୟ ବାହାର କରାଯାଇଛି। ସେଠି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବେ…

ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ସରିବ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ୍‌ ଟିକା ଦିଆଯାଇସାରିଛି। ପ୍ରଥମ ଡୋଜ୍‌ ୧ କୋଟି ୬୬ଲକ୍ଷ ଓ ଦ୍ୱିତୀୟ ଡୋଜ୍‌ ୫୩ ଲକ୍ଷ ଲୋକ ନେଇ…

କୋଭିଡ଼ ଟିକା ନେବା ହେଲା ଆହୁରି ସହଜ: ମାତ୍ର କେଇ ମିନିଟରେ ହ୍ଵାଟସଆପ୍‌ରେ ଏମିତି କରନ୍ତୁ ସ୍ଲଟ ବୁକିଂ

ନୂଆଦିଲ୍ଲୀ(କେନ୍ଯୁଜ୍): କୋଭିଡ଼ ଟିକା ନେବା ପାଇଁ ଆହୁରି ସହଜ ହେଲା ସ୍ଲଟ୍‌ ବୁକିଂ। କେଇ ମିନିଟରେ ନିଜ ମୋବାଇଲ ହ୍ଵାଟସଆପ୍‌ରେ ସ୍ଲଟ ବୁକିଂ କରିହେବ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଏଥିପାଇଁ ପ୍ରଥମେ ଆପଣଙ୍କ ମୋବାଇଲରେ ସେଭ୍‌ କରନ୍ତୁ…

ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ, ଜୁଲାଇ ଶେଷ ସୁଦ୍ଧା ପୂରଣ ହୋଇଛି ଟାର୍ଗେଟ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି । ବିଭିନ୍ନ ବର୍ଗରେ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ୍‌ ହିସାବରେ ୧୮ ଲକ୍ଷ ୧୪ ହଜାର ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩…

ଇଞ୍ଜେକସନ୍‌ ରୂପେ ନୁହେଁ ଏବେ କ୍ୟାପ୍‌ସୁଲ ଭାବେ ମିଳିବ କରୋନା ଟିକା, ଇସ୍ରାଇଲ୍‌ କମ୍ପାନୀ ଆରମ୍ଭ କରୁଛି ମାନବ…

ଆଉ ଇଞ୍ଜେକସନ୍‌ ରୂପେ ନୁହେଁ, ଏବେ ବଟିକା ଭାବେ ମିଳିବ କରୋନା ଟିକା। ଇସ୍ରାଇଲର ଏକ କମ୍ପାନୀ ବଟିକା ବା କ୍ୟାପ୍‌ସୁଲ ଭାବେ କରୋନା ଟିକା ଦେବାକୁ ଯୋଜନା କରିଛି। ରିପୋର୍ଟ ମୁତାବକ, ତେଲ ଅବିବଠାରେ Oramed ନାମକ ଔଷଧ ନିର୍ମାତା କମ୍ପାନୀ ଓରାଲ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ର ମାନବ ପରୀକ୍ଷଣ…

ରାଜ୍ୟରେ ଦେଢ଼ କୋଟି ଡୋଜ୍‌ ଟପିଲା ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଲା । ଜାନୁଆରୀ ୧୬ ତାରିଖରେ ଦେଶ ତଥା ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା । ଏହାର ୬ ମାସ ପରେ ରାଜ୍ୟରେ କରୋନା ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଛି । ଗତକାଲି ୨ ଲକ୍ଷ ୩୬ ହଜାର ୭୭୪ ଜଣ…

ଇସ୍ରାଏଲ: ଇମ୍ୟୁନିଟି ପାଓ୍ଵାର ହ୍ରାସ ହେବା କାରଣରୁ ଆରମ୍ଭ ହେଲା ବୁଷ୍ଟର ଡୋଜ

କରୋନାକୁ ମାତ୍‌ ଦେବା ପାଇଁ ଭ୍ୟାକସିନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରେ ଇମ୍ୟୁନିଟି ପାଓ୍ଵାରକୁ ଶକ୍ତିଶାଳୀ କରିଥାଏ। କିନ୍ତୁ ଲୋକସଂଖ୍ୟାକୁ ଦେଖିଲେ ଏବେ ଭ୍ୟାକସିନର ମାତ୍ରା କମିଯାଇଛି। ଏହାର ଅଧିକ ଉତ୍ପାଦନ ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। ଭାରତରେ ଏହାର ଗୋଟିଏରୁ ୨ଟି ଡୋଜ…

ଖୁବ୍‌ଶୀଘ୍ର ଗର୍ଭବତୀଙ୍କୁ ଦିଆଯିବ ଟିକା, କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

ଭୁବନେଶ୍ବର(କେନ୍ଯୁଜ୍): କାଟାଗୋରୀ -Bରେ ରଖାଯାଇଥିବା ଜିଲ୍ଲା ଗୁଡ଼ିକରେ ଟ୍ରାନ୍ସମିସନ୍‌ ହେଉଛି। ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି। ସମସ୍ତେ ଯଦି ଗାଇଡ୍‌ଲାଇନ୍‌ ମାନିବେ, ନିଶ୍ଚିତ ସଂକ୍ରମଣ କମିବ। ସଂକ୍ରମଣ କମିବା ପାଇଁ ୩ଟି ପିଲାର ନିର୍ଦ୍ଧାରଣ କରିଛୁ।…