Browsing Tag

Covid vaccine

ଟିକା ନେବାକୁ ଲାଇନରେ ଅଛନ୍ତି ବୋତଲ-ଚପଲ-ବ୍ୟାଗ୍, ଅଧରାତିରୁ ଜମା ହେଉଛନ୍ତି ଲୋକେ

ଦେଶର ଅନ୍ୟ ରାଜ୍ୟ ଭଳି ଆସାମରେ ମଧ୍ୟ ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଏଣୁ ଟିକାଦାନ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ଜମିଛି। ଜିଲ୍ଲାର ଏକ ଟିକା କେନ୍ଦ୍ରରେ ଭିନ୍ନ ଦୃଶ୍ୟ ନଜର ଆସିଛି। ଏଠାରେ ଗୋଟିଏ ଦିନ ପୂର୍ବରୁ କିମ୍ବା ଅଧରାତିରୁ ଲୋକମାନେ ଲାଇନରେ ଠିଆ…

କୋଭିଡ୍ ଟୀକା ନେବା ପରେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ହରିଶଙ୍କର ପୃଷ୍ଟିଙ୍କ ପତ୍ନୀ ଯେ, ଲକ୍ଷ୍ମୀ ଆଚାରୀ । ଗତକାଲି ଉଭୟ ସ୍ୱାମୀ ଓ ସ୍ତ୍ରୀ ମୋହନାରେ ପ୍ରଥମ ଡୋଜ କୋଭିଡ ଟୀକା ନେଇଥିଲେ । ଏହା ପରେ ତାଙ୍କ…

ଆସନ୍ତାକାଲି ଠାରୁ ରାଜ୍ୟ ରେ ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ, କହିଲେ ସରକାର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁଯାୟୀ ଆସନ୍ତା କାଲିଠାରୁ ଦେଶରେ ନୂଆ ଟିକାକରଣ ନୀତି ଲାଗୁ କରାଯିବ । ଏହି ଅନୁଯାୟୀ ଟିକାକରଣ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ…

କୋଭିଡ ଟିକାର ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହା ପାଇଁ କେତେ ରହିଛି ଦାମ୍

ଘରୋଇ ହସପିଟାଲ ଗୁଡ଼ିକ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ ଟିକାର ଦର ଧାର୍ଯ୍ୟ କରିଛି। ଘରୋଇ ହସପିଟାଲ ଗୋଟିଏ କୋଭିସିଲ୍ଡ ଡୋଜ୍‌ ପାଇଁ ସର୍ବାଧିକ ୭୮୦ ଟଙ୍କା, କୋଭାକ୍ସିନ୍‌ ଡୋଜ୍‌ ପାଇଁ ୧୪୧୦ ଟଙ୍କା ଏବଂ ସ୍ପୁଟନିକ୍‌-ଭି ଟିକା ପାଇଁ ୧୧୪୫ ଟଙ୍କା ନେଇପାରିବେ। ଏହା ମଧ୍ୟରେ…

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆରମ୍ଭ ହେଲା ଟୀକାକରଣ, ଡୋଜ୍ ପ୍ରତି ୧୨୫୦ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଘରୋଇ ହସ୍ପିଟାଲରେ ଟୀକାକରଣ। ନିର୍ଧାରିତ ଦେୟ ଦେଇ ଟୀକା ନେଇପାରିବେ ଇଛୁକ ବ୍ୟକ୍ତି। ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରଥମ କରି ଆରମ୍ଭ ହେଲା ଏହି ସୁବିଧା। ପ୍ରତି ଡୋଜ ଟିକାର ଦାମ ୧୨୫୦ ଧାର୍ଯ୍ୟ କରାଯାଇଛି। କୋଓ୍ୱିନ ଆପରେ ଅନଲାଇନ ସ୍ଲଟ…

ବିଦେଶରୁ କରୋନା ଟିକା ଆମଦାନୀ ପାଇଁ ୭ ଦିନ ଘୁଞ୍ଚିଲା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଗ୍ଲୋବାଲ ଟେଣ୍ଡରରେ କେଉଁ ବିଦେଶୀ ଟିକା କଂପାନୀ ଆଗ୍ରହୀ ? ତାକୁ ସମସ୍ତଙ୍କ ଅପେକ୍ଷା। ଏହା ଜାଣିବାକୁ ଆଉ ସପ୍ତାହେ ଅପେକ୍ଷା କରିବାକୁ ପଡିବ। ୭ ଦିନ ଘୁଞ୍ଚିଲା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା। ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା…

କରୋନା ଟିକାକରଣ ପ୍ରକ୍ରିୟା ଏକ ମସ୍ତବଡ଼ ଭୁଲ୍‌, ଏମିତି କହିଲେ ନୋବେଲ୍‌ ବିଜେତା ବୈଜ୍ଞାନିକ

ଫ୍ରାନ୍ସ : ଗଣ କରୋନା ଟିକାକରଣ ଏକ ମସ୍ତବଡ଼ ଭୁଲ ବୋଲି କହିଛନ୍ତି ଫ୍ରାନ୍ସ ଭୁତାଣୁବିତ୍‌ ଓ ନୋବେଲ ବିଜେତା ଲକ୍‌ ମଣ୍ଟେନର । କରୋନା ମହାମାରୀ ବେଳେ ଏପରି ନିଷ୍ପତ୍ତି ଏକ ଐତିହାସିକ ଭୁଲ୍‌ ବୋଲି କହିଛନ୍ତି ଏହି ବୈଜ୍ଞାନିକ । ଏହି ଟିକାକରଣ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ସେ…

ହସପିଟାଲ ନୁହେଁ ଲନରେ ବସି କୋଭିଡ ଟିକା ନେଲେ କୁଲଦୀପ ଯାଦବ, ଯାଞ୍ଚ ଆଦେଶ

ଭାରତୀୟ କ୍ରିକେଟ ଟିମର ବୋଲର କୁଲଦୀପ ଯାଦବ କୋଭିଡ ପ୍ରୋଟୋକଲ ଭାଙ୍ଗି ଭିଆଇପି ଟ୍ରିଟମେଣ୍ଟ ନେଇ ଥିବା ଘଟଣାର ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। ଯାଦବ ଶିନବାର ଦିନ ଟିକାର ପ୍ରଥମ ଡୋଜ ନେବା ବେଳର ଫଟୋ ଟ୍ବିଟରରେ ସେୟାର କରିଥିଲେ । ଏହା ସହିତ ସମସ୍ତଙ୍କୁ ଟିକା ନେବା ପାଇଁ ସେ କହିଛନ୍ତି।…

ଆସନ୍ତାକାଲିଠୁ ବ୍ରହ୍ମପୁରରେ ଡୋର ଟୁ ଡୋର ଆରମ୍ଭ ହେବ ଭ୍ୟାକସିନେସନ ପ୍ରକ୍ରିୟା

ବ୍ରହ୍ମପୁର: ବ୍ରହ୍ମପୁରରେ ଡୋର ଟୁ ଡୋର ଆରମ୍ଭ ହେବ ଭ୍ୟାକସିନେସନ ପ୍ରକ୍ରିୟା । ଆସନ୍ତାକାଲିଠାରୁ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଘରକୁ ଯାଇ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ଯେଉଁ ବୃଦ୍ଧ ବୃଦ୍ଧା ଟିକାକରଣ କେନ୍ଦ୍ରକୁ ଯାଇପାରୁ ନାହାନ୍ତି ସେମାନଙ୍କୁ ଏହା ସହାୟକ ହେବ ।ସେହିଭଳି…

ଜଳେଶ୍ବର: କୋଭିଡ ଟୀକା ପାଇଁ ହସ୍ପିଟାଲ କର୍ମଚାରୀ ନେଉଛନ୍ତି ଲାଞ୍ଚ, ଭାଇରାଲ୍ ହେଉଛି ଭିଡିଓ

ଜଳେଶ୍ବର: କୋଭିଡ ଟୀକା ପାଇଁ ଲାଞ୍ଚ ନେଉଛନ୍ତି ହସ୍ପିଟାଲ କର୍ମଚାରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହା ଜଣାପଡିଛି, ଏ ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଘଟଣା।  ଭିଡିଓ ରେ ସମ୍ପୂର୍ଣ୍ଣ ଭାବରେ…

କରୋନା ପାଇଁ ନିଆଗଲା ନିଷ୍ପତ୍ତି, ଏବେ ପିଲାଙ୍କୁ ଦିଆଯିବ Pfizer-BioNotech ଭ୍ୟାକସିନ

ସାରା ଦୁନିଆରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା କରୋନାର ୨ୟ ଲହର ଏବେ ବେଶି ମାରାତ୍ମକ ହେବାରେ ଲାଗିଛି । ମଣିଷ ଜୀବନ ବହୁ ମୂଲ୍ୟବାନ । ତେଣୁ ସରକାର ଏହି ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ନିମିତ୍ତ ଭ୍ୟାକସିନ ବାହାର କରିଛନ୍ତି । ଏହି କ୍ରମରେ ପ୍ରଥମେ…

ଆଜିଠୁ କଟକ ଓ ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ

କଟକ: ଆଜିଠୁ କଟକରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ । ସକାଳ ୮ଟାରୁ ଦିନ ୧୨ଟା ଯାଏ ଦିଆଯିବ ଟିକା । ସ୍ଲଟ ବୁକ୍‌ କରିନଥିଲେ ଟିକା ଦିଆଯିବନି। ଏସ୍‌ସିବି, ସିଟି ହସ୍ପିଟାଲ ସହ ସହରର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ । ଇଣ୍ଡୋର ଷ୍ଟାଡିୟମରେ କେବଳ ଦ୍ୱିତୀୟ…