ଦେଶର ସବୁ ଲୋକଙ୍କୁ ଦିଆଯିବନି କୋଭିଡ୍ ଟିକା,କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲା ପୂରା ଦେଶକୁ ଟିକାକରଣ କରିବାକୁ…
କେନ୍ୟୁଜ୍(ବ୍ୟୁରୋ): ଦେଶର ସବୁ ଲୋକଙ୍କୁ ଦିଆଯିବନି କୋଭିଡ୍ ଟିକା । ଏହାର ଆବଶ୍ୟକତା ମଧ୍ୟ ନାହିଁ । ଆଇସିଏମ୍ଆର କହିଛି, ସଂକ୍ରମଣର ଚେନ୍ ଛିଣ୍ଡିବା ଆବଶ୍ୟକ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ପୂରା ଦେଶକୁ ଟିକାକରଣ କରିବାକୁ କେବେ କହି ନାହାନ୍ତି ସରକାର ।
ଦେଶର ପୂରା…