Browsing Tag

covid vaccines

୯୦ ଥର ଟିକା ନେଇ ସାରିଲେଣି ୬୦ ବର୍ଷର ବ୍ୟକ୍ତି, ଜାଲ୍‌ ସାର୍ଟିଫିକେଟ୍‌ ବିକି କରୁଛନ୍ତି ମୋଟା ଅଙ୍କର ରୋଜଗାର

କରୋନା ଟିକାକରଣକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଜାଲ୍‌ ପ୍ରମାଣ ପତ୍ର ବିକିବାକୁ ଜଣେ ୬୦ ବର୍ଷର ବ୍ୟକ୍ତି ଇତି ମଧ୍ୟରେ ୯୦ ଥର କରୋନା ଟିକା ନେଇଥିବା ଜଣାଯାଇଛି। ୟୁରୋପରେ ଏଭଳି ଏକ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟକ୍ତି ଜଣକ ନକଲି ଟିକାକରଣ ପ୍ରମାଣ ପତ୍ର…

କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ କୋଭିସିଲ୍‌ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ବର(କେନ୍ଯୁଜ୍): କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ କୋଭିସିଲ୍‌ଡ ଟିକା ମାଗିଲା ଓଡ଼ିଶା। ରାଜ୍ୟରେ ଟିକାକରଣ ଜାରି ରହିଛି। ଜୁନ୍‌ ୨୧ରୁ ପ୍ରତିଦିନ ହାରାହାରି ୩ ଲକ୍ଷ ଟିକାକରଣ ହେଉଛି। ଜୁନ ମାସରେ ରାଜ୍ୟ ୧୩ ଲକ୍ଷ ୭୮ ହଜାର ୩୧୦ ଡୋଜ୍‌ କୋଭିସିଲ୍ଡ ଟିକା ପାଇଥିବା ବେଳେ ଏହା ବିଭିନ୍ନ…

କରୋନାକୁ ମାତ୍ ଦେବା ପାଇଁ ଭ୍ୟାକସିନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ, ରିସର୍ଚ୍ଚରୁ ପ୍ରକାଶ

କରୋନା ଭାଇରସ ଦ୍ୱାରା ସଂକ୍ରମିତ ଲୋକଙ୍କ ମଧ୍ୟରେ ପ୍ରାକୃତିକ ପ୍ରତିରୋଧକ କ୍ଷମତା ବଢ଼ିଯାଇଥାଏ । ଏହାଦ୍ୱାରା ସେମାନେ ଭାଇରସର ନୂଆ ସ୍ୱରୂପକୁ ନେଇ ମଧ୍ୟ ସୁରକ୍ଷିତ ରହିଥାନ୍ତି । ଏକ ଅଧ୍ୟୟନ ରିପୋର୍ଟରୁ ଏହା ସୂଚିତ କରାଯାଇଛି । ଆମେରିକାର ରାଙ୍କଫେଲର ୟୁନିର୍ଭସିଟିର ଅନୁସନ୍ଧାନ କର୍ତ୍ତା…

କରୋନା ଟିକା ନେବାକୁ ଆଉ ଦରକାର ପଡ଼ିବନି ଛୁଞ୍ଚି, ଖୁବ୍‌ଶୀଘ୍ର ଆସୁଛି ନୂଆ ଭ୍ୟାକ୍‌ସିନ୍‌

କରୋନା ପ୍ରକୋପ ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, କରୋନାର ନୂଆ ତଥା ଉନ୍ନତମାନର ଭ୍ୟାକ୍‌ସିନ୍‌ ଖୁବ୍‌ଶୀଘ୍ର ମାର୍କେଟକୁ ଆସୁଛି। ଏହାର ବିଶେଷତ୍ୱ ହେଉଛି, ଏହାକୁ ନେବା ପାଇଁ ଛୁଞ୍ଚିର ଆବଶ୍ୟକତା ପଡ଼ିବ ନାହିଁ।…

ଅଗଷ୍ଟ ୭ ସୁଦ୍ଧା ପ୍ରସ୍ତୁତ ହେଇଛି ୨୦୦ ଭ୍ୟାକସିନ୍! ଟିକା ବଣ୍ଟନ ପାଇଁ ସରକାର ଗଠନ କଲେ ଟାସ୍କଫୋର୍ସ

ନୂଆଦଲ୍ଲୀ: ଟିକା ବଣ୍ଟନ ପାଇଁ ଟାସ୍କଫୋର୍ସ ଗଠନ। ଅଗଷ୍ଟ ୭ ସୁଦ୍ଧା ପ୍ରସ୍ତୁତ ହେଇଛି ୨୦୦ ଭ୍ୟାକସିନ୍‌। ଏହାରି ଭିତରେ ଏହି ଟିକା ବଣ୍ଟନ ପାଇଁ ସରକାର ଗଠନ କରିଛନ୍ତି ଟାସ୍କଫୋର୍ସ । ବିଭିନ୍ନ ମନ୍ତ୍ରାଳୟ ଓ ଅନୁଷ୍ଠାନର ପ୍ରତିନିଧି ଟାସ୍କଫୋର୍ସ ରହିବେ । କିଣିବା ଠାରୁ ଆରମ୍ଭ କରି ବଣ୍ଟନ ଓ…