Browsing Tag

covid

ଅପ୍ରେଲ ୧୦ ଓ ୧୧ରେ ଦେଶର ସବୁ ହସ୍ପିଟାଲରେ କୋଭିଡ ଟେଷ୍ଟିଂ ମକଡ୍ରିଲ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

କେନ୍ୟୁଜ୍‌(ବ୍ୟୁରୋ): ଦେଶରେ ପୁଣି ମାଡୁଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଲଗାତାର ଦ୍ୱିତୀୟ ଦିନରେ ୬ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ପଡିଜିଭ୍‌ । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୫.୬୩ ପ୍ରତିଶତ ।…

ଲମ୍ବା ଲମ୍ଫ ମାରୁଛି କରୋନା ଭୂତାଣୁ, ମେ’ରେ ଦେଶରେ ହେବ କରୋନାର ବିସ୍ଫୋରଣ, ଦୈନିକ ୨୦ ହଜାର ସଂକ୍ରମଣ

ନୂଆଦିଲ୍ଲୀ : ଭିଡ଼କୁ ଯାଉଛନ୍ତି କି ? ଗହଳି ସ୍ଥାନରେ ମାସ୍କ ପିନ୍ଧୁ ନାହାନ୍ତି କି ? କରୋନାକୁ କେୟାର କରୁନାହାନ୍ତି କି ? ସାବଧାନ ହୋଇ ଯାଆନ୍ତୁ। ନିଜ ପାଇଁ ନିଜେ ହୁଅନ୍ତୁ ସୁରକ୍ଷା କବଚ। ଆପଣଙ୍କ ବେପରୁଆ ପଣ ଦେଶରେ ଦ୍ୱିତୀୟ ଓ ତୃତୀୟ ଲହର ଭଳି ପରିସ୍ଥିତି ସୃଷ୍ଟି କରିପାରେ। କାରଣ ଟପ…

ଦେଶରେ କୋଭିଡ ମାମଲା ଅଭିବୃଦ୍ଧି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଆଲର୍ଟ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ କୋଭିଡି ମାମଲା ବୃଦ୍ଧି ଘଟି ଚାଲିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହଏକ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ର ସର୍ବଦା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ କୋଭିଡ ନେଇ…

କରୋନା ପରେ ବଢିଛି କ୍ରୋନିକ ରୋଗ, ଏବେଠୁ ସତର୍କ ହେବା ଜରୁରୀ

କେନ୍ୟୁଜ୍‌(ବ୍ୟୁରୋ): ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷର ଥିମ ରହିଛି ‘ହେଲଥ ଫର ଅଲ’ । ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ହୋଇଥିବା ବିକାଶକୁ ଲୋକଙ୍କ ନିକଟରେ ପହଁଚାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ । କିଛି ସପ୍ତାହ ଧରି ଭାରତରେ କରୋନାର ମାମଲା ବୁଢୁଛି । ଆଗ…

ଏବେ କରୋନାରୁ ହେଉଛି ନିମୋନିଆ, ମୃତ୍ୟୁହାର ବଢ଼ିବା ଆଶଙ୍କା!

ପୁଣି ଡରାଇବା ଆରମ୍ଭ କଲାଣି କରୋନା। ବିଗତ ଅନେକ ଦିନ ହେବ ଲଗାତାର ଭାବେ ବୃଦ୍ଧି ପାଉଛି କୋଭିଡ୍‌ ମାମଲା। ଏହାରି ଭିତରେ ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି, ଅଥଚ କରୋନା ଭାଇରସ୍ ଶେଷ ହେବାର ନାଁ ନେଉନାହିଁ। ଯେତେବେଳେ ଲାଗୁଛି ଏହି ମହାମାରୀ ଦୂର ହୋଇଯିବ, ସେତେବେଳେ ହିଁ କୋଭିଡ ପୁଣି…

ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଦେଶରେ ଆସିପାରେ କୋଭିଡ୍ ର ଚତୁର୍ଥ ଲହର

ନୂଆଦିଲ୍ଲୀ : ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଦେଶରେ ଆସିପାରେ କୋଭିଡ୍ର ଚତୁର୍ଥ ଲହର । ଏପରି ଅନୁମାନ କରାଯାଉଛି। ଚତୁର୍ଥ ଲହର ଆସିଲେ ଦେଶରେ ସଂକ୍ରମଣ ସଂଖ୍ୟା ବଢିପାରେ । କିନ୍ତୁ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ। ଦେଶର ଏବଂ ରାଜ୍ୟରେ ଟିକାକରଣ ଭଲ ରହିଛି ଏବଂ…

ଶେଷରେ ସତ ମାନିଲେ ରାଷ୍ଟ୍ରପତି ଜିନପିଙ୍ଗ, ଦେଶରେ ଭଲ ନାହିଁ କୋଭିଡ଼ ସ୍ଥିତି

ବେଜିଂ : ଚୀନକୁ ଗିଳି ସାରିଲାଣି କରୋନା। ଶେଷରେ ସତ ମାନିଲେ ରାଷ୍ଟ୍ରପତି ଜିନପିଙ୍ଗ। ଦେଶରେ ସ୍ଥିତି ଭଲ ନଥିବା କହିଛନ୍ତି। ଆସନ୍ତା ମାସରେ ସ୍ଥିତି ଆହୁରି ବିଗିଡ଼ିବ । ନିଜର ନୂଆବର୍ଷ ପାଳିବ ଚୀନ। ସେତେବେଳେ ଗାଁରେ ବିଞ୍ଚି ହୋଇଯିବ ଭାଇରସ। ଦିନକୁ ୨୫ ହଜାର ଲୋକଙ୍କ ମୃତ୍ୟୁ ହେବ। ଏଭଳି…

କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରର ନିର୍ଦ୍ଦେଶ ପରେ କ୍ୟାପିଟାଲ ହସ୍ପିଟାଲରେ ହେଲା କୋଭିଡ…

ଭୁବନେଶ୍ୱର (କେନ୍ୟୁଜ): କରୋନାର ନୂଆ ଭାରିଆଣ୍ଟ ଆସିବା ପରେ ସଂକ୍ରମଣ ବଢ଼ିବାର ଆଶାଙ୍କା ରହିଛି। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି…

ପୁଣି ଫେରିବ କି କଟକଣା, ବାଧ୍ୟତାମୂଳକ କରାଯିବ କି ମାସ୍କ ? ଏନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ଫେରିବ କି କୋଭିଡ୍‌ କଟକଣା ? ନୂଆବର୍ଷ ଆସୁଥିବାରୁ କଟକଣା ଫେରିବ କି ? ସର୍ବସାଧାରଣରେ ବାଧ୍ୟତାମୂଳକ କରାଯିବ କି ମାସ୍କ ? ଆଜି ରାଜ୍ୟରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୋଭିଡ୍‌ ସ୍ଥିତି ଓ ଆଗକୁ ଏହାର ମୁକାବିଲା ନେଇ ଉଚ୍ଚସ୍ତରୀୟ…

ଚୀନ ସମେତ ଏହି ୫ ଦେଶରୁ ଆସୁଥିବା ଯାତ୍ରୀଙ୍କର ହେବ RT-PCR ଟେଷ୍ଟ; କରୋନା ସଂକ୍ରମିତ ମିଳିଲେ ହେବେ କ୍ୱାରେଣ୍ଟାଇନ

ବିଶ୍ୱସ୍ତରରେ ବଢ଼ୁଥିବା କରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା କହିଛନ୍ତି ଯେ ଚୀନ, ଜାପାନ, ହଂକଂ, ବ୍ୟାଙ୍କକ୍‌ ଏବଂ ଦକ୍ଷିଣ କୋରିଆରୁ ଭାରତ ଆସୁଥିବା ଯାତ୍ରୀଙ୍କର RT-PCR ଟେଷ୍ଟ ବାଧ୍ୟତାମୂଳକ…

କୋଭିଡ ମୁକାବିଲା ପାଇଁ ଆଲର୍ଟରେ ରାଜ୍ୟ ସରକାର: ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ପ୍ରସ୍ତୁତ ହୋଇ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ । କୋଭିଡ ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରାଯିବା ସହ ସବୁ ପଜିଟିଭ କେସ୍‌ର ଜିନମ ସିକ୍ୟୁଏନସିଂ ହେବ ।…

କରୋନାକୁ ନେଇ ପୁଣି ଥରେ ବଢ଼ିଲା ଭୟ, ନୂଆବର୍ଷ ସମୟରେ କୋଭିଡ କଟକଣା ଲାଗୁ ହେବାର ଆଶଙ୍କା: ପ୍ରଧାନମନ୍ତ୍ରୀ

ଦେଶରେ କୋଭିଡ ମାମଲା ପୁଣି ଥରେ ବଢିବାରେ ଲାଗିଛି । ଚୀନ୍ ସହିତ ଭାରତରେ ମଧ୍ୟ ପୁଣି କାୟା ମେଲାଉଛି କରୋନା। କରୋନା ଭାଇରସ୍ BF.7 ହେଉଛି ଓମିକ୍ରନର ସବ୍-ଭାରିଆଣ୍ଟ। ଚୀନ୍ରୁ ନେଇ ଜାପାନ, ଆମେରିକା କେସ୍ ଭୟଙ୍କର ଭାବରେ ମାଡୁଛି । ପୁଣି ଥରେ ଉପରମୁହାଁ ହୋଇଛି ସଂକ୍ରମଣ । ଭାରତରେ ସ୍ଥିତି…