ଏବେ ଘରେ ୨ ମିନିଟ୍ରେ କରିପାରିବେ କୋଭିଡ ଟେଷ୍ଟ, ୧୫ ମିନିଟ୍ରେ ଆସିବ ରେଜଲ୍ଟ
କେନ୍ୟୁଜ୍(ବ୍ୟୁରୋ): ଚଟାପଟ ଟେଷ୍ଟ । ଫଟାଫଟ ରେଜଲ୍ଟ । ମାତ୍ର ୨ ମିନିଟ୍ରେ କୋଭିଡ ଟେଷ୍ଟ । ୧୫ ମିନିଟ୍ରେ ଆସିବ ରେଜଲ୍ଟ । ନିଜେ କରୋନା ଟେଷ୍ଟ କରିବା ପାଇଁ ଏହି କିଟ୍ ପ୍ରସ୍ତୁତ କରିଛି ପୁନେର ମାଇଲାବ । ଆପଣ ଏଥିରେ ଘରେ କରିପାରିବେ କରୋନା ଟେଷ୍ଟ୍ । ଯାହାର ନାଁ ରହିଛି…