ଝିଅର ମୃତ୍ୟୁ ପରେ କୋଭିସିଲ୍ଡକୁ ଦାବି କଲେ ୧୦୦୦ କୋଟି ଟଙ୍କାର ଜରିମାନା, ହାଇକୋର୍ଟ ସିରମ ଓ ବିଲ୍ ଗେଟ୍ସଙ୍କୁ…
ମୁମ୍ବାଇ : ବମ୍ବେ ହାଇକୋର୍ଟ ଏକ ମାମଲାର ବିଚାର କରି ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସଆଇଆଇ) ଓ ଅନ୍ୟ ପାର୍ଟିକୁ ଜବାବ ତଲବ କରିଛନ୍ତି । ମାମଲା ଦାୟର କରିଥିବା ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଝିଅର ମୃତ୍ୟୁ ପାଇଁ କୋଭିସିଲ୍ଡ ଟିକାକୁ ଦୋଷୀ ମାନିଛନ୍ତି । ଯେଉଁଥିପାଇଁ ଟିକା କମ୍ପାନି ଉପରେ…