କୋଭିସିଲ୍ଡ ଟିକା ନ ଆସିଲେ ଆଜିଠୁ ରାଜ୍ୟରେ ବାଧାପ୍ରାପ୍ତ ହେବ ଟିକାକରଣ
ଭୁବନେଶ୍ବର(କେନ୍ଯୁଜ୍): ପୁଣି ରାଜ୍ୟରେ ଟିକା ଅଭାବ ଆଶଙ୍କା। କୋଭିସିଲ୍ଡ ଟିକା ନ ଆସିଲେ ଆଜିଠୁ ବାଧାପ୍ରାପ୍ତ ହେବ ଟିକାକରଣ । ଦୈନିକ ଦିଆଯାଉଛି ୩ ଲକ୍ଷ ଡୋଜ୍ ଟିକା । ଭୁବନେଶ୍ୱର ବ୍ୟତୀତ ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏବେ ଯେତିକି ଅଛି କୋଭିସିଲଡ ଡୋଜ ଅଛି ଆଜି ସରିଯିବ…