ଆଦର ପୁନାଓ୍ଵାଲାଙ୍କୁ ମିଳିଲା ‘ଅମୃତ ରତ୍ନ’ ସମ୍ମାନ, କହିଲେ ‘ଭ୍ୟାକସିନ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀ ମୋଦି…
ଆଜାଦୀର ଅମୃତ ମହୋତ୍ସବ ପାଳନ କରିବା ପାଇଁ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ସିଇଓ ଆଦର ପୁନାଓ୍ଵାଲାଙ୍କୁ ଅମୃତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସମ୍ମାନ ପ୍ରଦାନ କରିଛନ୍ତି।…