Browsing Tag

covishield vaccine

ଆଦର ପୁନାଓ୍ଵାଲାଙ୍କୁ ମିଳିଲା ‘ଅମୃତ ରତ୍ନ’ ସମ୍ମାନ, କହିଲେ ‘ଭ୍ୟାକସିନ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀ ମୋଦି…

ଆଜାଦୀର ଅମୃତ ମହୋତ୍ସବ ପାଳନ କରିବା ପାଇଁ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ସିଇଓ ଆଦର ପୁନାଓ୍ଵାଲାଙ୍କୁ ଅମୃତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସମ୍ମାନ ପ୍ରଦାନ କରିଛନ୍ତି।…

ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ସରିବ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ୍‌ ଟିକା ଦିଆଯାଇସାରିଛି। ପ୍ରଥମ ଡୋଜ୍‌ ୧ କୋଟି ୬୬ଲକ୍ଷ ଓ ଦ୍ୱିତୀୟ ଡୋଜ୍‌ ୫୩ ଲକ୍ଷ ଲୋକ ନେଇ…

କୋଭିଶିଲ୍ଡ ଟିକା ନେବା ପରେ ଫେରିଲା ୭୦ ବର୍ଷୀୟା ବୃଦ୍ଧାଙ୍କ ଦୃଷ୍ଟିଶକ୍ତି

ନିୟମିତ କରୋନା ଟିକା ବିଷୟରେ ଅନେକ ବିଚଳିତ କଲା ଖବର ଶୁଣିବାକୁ ମିଳିଛି। ଅନେକ ଲୋକ ଟିକାକରଣ କରିସାରିଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏଥିରୁ ବଞ୍ଚିତ ରହିଛନ୍ତି। ଏହି ଟିକାକୁ ନେଇ ଅନେକ କିଛି ଭୁଲ ଧାରଣା ଏବେ ବି ଲୋକଙ୍କ ଭିତରେ ଚାଲିଛି । ଏବେ ସୁଦ୍ଧା ବହୁ ସଂଖ୍ୟକ ଲୋକ ଟିକା ନେଇ…

କୋଭିସିଲ୍ଡର ବୁଷ୍ଟର ଡୋଜ ପାଇଁ ଚାଲିଛି ପ୍ରସ୍ତୁତି, ରିସର୍ଚ୍ଚରୁ ମିଳିଲା ସୂଚନା

କରୋନା ବିରୁଦ୍ଧରେ ଏବେ ସାରା ଦୁନିଆ ଲଢ଼ୁଛି । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଭ୍ୟାକସିନକୁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ଅକ୍ସଫୋର୍ଡ ଆଷ୍ଟ୍ରୋଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ ଭ୍ୟାକସିନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରିସର୍ଚ୍ଚରୁ ସୂଚନା…

କୋଭିସିଲ୍‌ଡ ଟିକା ନ ଆସିଲେ ଆଜିଠୁ ରାଜ୍ୟରେ ବାଧାପ୍ରାପ୍ତ ହେବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ରାଜ୍ୟରେ ଟିକା ଅଭାବ ଆଶଙ୍କା। କୋଭିସିଲ୍‌ଡ ଟିକା ନ ଆସିଲେ ଆଜିଠୁ ବାଧାପ୍ରାପ୍ତ ହେବ ଟିକାକରଣ । ଦୈନିକ ଦିଆଯାଉଛି ୩ ଲକ୍ଷ ଡୋଜ୍‌ ଟିକା । ଭୁବନେଶ୍ୱର ବ୍ୟତୀତ ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏବେ ଯେତିକି ଅଛି କୋଭିସିଲଡ ଡୋଜ ଅଛି ଆଜି ସରିଯିବ…

କୋଭିସିଲ୍ଡ ଦ୍ୱିତୀୟ ଡୋଜ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଏଣିକି ୪୨ ଦିନ ନୁହେଁ ମିଳିବ ୮୪ ଦିନ ପରେ

ଭୁବନେଶ୍ବର : କୋଭିସିଲ୍ଡ ଦ୍ୱିତୀୟ ଡୋଜ ପାଇଁ ନୂଆ ଗାଇଡଲାଇନ। କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜର ସମୟସୀମାରେ ପରିବର୍ତ୍ତନ କରାଯାଇଛି। ଏଣିକି ୪୨ ଦିନ ନୁହେଁ ୮୪ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌। ଆଜି ମଧ୍ୟରାତ୍ରିରୁ ଏହି ନୂଆ ନିୟମ ଲାଗୁ ହେବ। ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ…

କୋଭିଡ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢ଼ାଇଲା ଆମେରିକା, ଭ୍ୟାକ୍ସିନ ଉତ୍ପାଦନ ପାଇଁ ପଠାଇବ କଞ୍ଚାମାଲ

କୋଭିଡ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢ଼ାଇଛି ଆମେରିକା। କୋଭିଡ ଭ୍ୟାକ୍ସିନ ଉତ୍ପାଦନ ପାଇଁ କଞ୍ଚାମାଲ, ଅକ୍ସିଜେନ ଓ ଷ୍ଟ୍ରାଇକ ଟିମ ପଠାଇବ ଆମେରିକା। ସେରମ ଇନ୍‌ଷ୍ଟିଚ୍ୟୁଟରେ କୋଭିସିଲଡ ଟିକା ଉତ୍ପାଦନ ପାଇଁ ଆମେରିକା କଞ୍ଚାମାଲ ଯୋଗାଇବ। ଏଥିପାଇଁ ଯୋଗାଣ ନେଇ ନିଜର ଅର୍ଡରକୁ…

କୋଭିସିଲ୍‌ଡ ଟିକାର ଦର ଧାର୍ଯ୍ୟ କଲା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍: ରାଜ୍ୟ ଗୁଡ଼ିକ ୪ଶହ ଓ ଘରୋଇ ହସ୍‌ପିଟାଲ ଗୁଡ଼ିକ ୬ଶହ…

ନୂଆଦିଲ୍ଲୀ: ସିରମ୍‌ରୁ ସିଧାସଳଖ କୋଭିସିଲ୍‌ଡ ଟିକା କିଣିବେ ରାଜ୍ୟ ସରକାର। ଏନେଇ ଦର ଧାର୍ଯ୍ୟ କରିଛି ସିରମ ଇନ୍‌ଷ୍ଟିଚ୍ୟୁଟ। ରାଜ୍ୟ ଗୁଡ଼ିକ ଡୋଜ ପ୍ରତି ୪ଶହ ଟଙ୍କାରେ ଓ ଘରୋଇ ହସ୍‌ପିଟାଲଗୁଡ଼ିକ ୬ଶହ ଟଙ୍କାରେ କିଣିବେ କୋଭିସିଲ୍‌ଡ ଟିକା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ…

ସଠିକ ସମୟରେ ନିଅନ୍ତୁ କରୋନାର ଦ୍ୱିତୀୟ ଡୋଜ, ନଚେତ୍‌ ହେବେ ହସ୍ପିଟାଲର ଦ୍ୱାରସ୍ଥ

କରୋନା ଭାଇରସର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଭ୍ୟାକସିନ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଭ୍ୟାକସିନ ନେବାର ସଂଖ୍ୟା କୋଟିଏରୁ ଅଧିକ ହୋଇଥିବାବେଳେ ଏହାର ଦ୍ୱିତୀୟ ଡୋଜରେ ସଂଖ୍ୟା କମ୍‌ ବେଶୀ ଦେଖିବାକୁ ମିଳୁଛି। ଅନେକ ଲୋକ ଏହାର ଦ୍ୱିତୀୟ ଡୋଜକୁ ନେବା ପାଇଁ…

କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଲେ ସଲମାନ୍‌ ଖାନ୍‌, ଲୀଲାବତୀ ହସ୍ପିଟାଲରେ ଲଗାଇଲେ ଟିକା

କରୋନା ଭାଇରସ୍‌ ସଂକ୍ରମଣ ଏବେ ପୁଣିଥରେ ବଢ଼ିବାରେ ଲାଗିଛି। ଏବେ ଭାଇରସ୍‌ କବ୍‌ଜାକୁ ବହୁ ସେଲିବ୍ରିଟି ବି ଆସିଲେଣି। ଗୋଟେ ପଟେ କରୋନା ବଲିଉଡ୍‌ ଷ୍ଟାରଙ୍କୁ ନିଜ ପଞ୍ଝାକୁ ନେଉଥିବା ବେଳେ ଅନ୍ୟପଟେ ସେଲିବ୍ରିଟିମାନେ କରୋନା ଟିକା ନେବା ଆରମ୍ଭ କଲେଣି। ଏହି ଧାରାରେ ଏବେ ସଲମାନ୍‌ ଖାନ୍‌ଙ୍କ…

ମୁମ୍ବାଇ: ଟିକାକରଣ ପରେ ବି କରୋନା ସଂକ୍ରମିତ ହେଲେ ଡାକ୍ତର, ନେଇଥିଲେ କୋଭିସିଲ୍ଡର ପ୍ରଥମ ଡୋଜ୍‌

କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ ଆସିସାରିଲାଣି। ଟିକାକରଣ ବି ଆରମ୍ଭ ହୋଇଗଲାଣି। ସାରା ଦେଶରେ ଗୋଟେ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଭ୍ୟାକ୍‌ସିନ୍‌ ଆସିବା ପରେ ଲୋକମାନେ ଏବେ ଟିକେ ଖାମଖିଆଲ ହୋଇପଡ଼ିଛନ୍ତି। ତେବେ…

କରୋନା ଟିକା ପାଇଁ ଭାରତକୁ ପ୍ରଶଂସା କଲେ ବ୍ରାଜିଲ ରାଷ୍ଟ୍ରପତି, ହନୁମାନଙ୍କ ଫଟୋ ସେୟାର କରି ଜଣାଇଲେ ଧନ୍ୟବାଦ

କରୋନାକୁ ମାତ୍‌ ଦେବାକୁ ବ୍ରାଜିଲକୁ କୋଭିଡ୍‌ ଭ୍ୟାକ୍‌ସିନ୍‌ ପଠାଇଛି ଭାରତ। ଏଣୁ ଭାରତ ଉପରେ ବେଶ୍‌ ଖୁସି ଅଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ। ସେ ଭାରତର ଏହି ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏ ଅବସରରେ ସେ ହନୁମାନଙ୍କ ଫଟୋ ଟ୍ଵିଟ୍‌ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ…