Browsing Tag

Covishield

ଝିଅର ମୃତ୍ୟୁ ପରେ କୋଭିସିଲ୍ଡକୁ ଦାବି କଲେ ୧୦୦୦ କୋଟି ଟଙ୍କାର ଜରିମାନା, ହାଇକୋର୍ଟ ସିରମ ଓ ବିଲ୍‌ ଗେଟ୍ସଙ୍କୁ…

ମୁମ୍ବାଇ : ବମ୍ବେ ହାଇକୋର୍ଟ ଏକ ମାମଲାର ବିଚାର କରି ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏସଆଇଆଇ) ଓ ଅନ୍ୟ ପାର୍ଟିକୁ ଜବାବ ତଲବ କରିଛନ୍ତି । ମାମଲା ଦାୟର କରିଥିବା ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଝିଅର ମୃତ୍ୟୁ ପାଇଁ କୋଭିସିଲ୍ଡ ଟିକାକୁ ଦୋଷୀ ମାନିଛନ୍ତି । ଯେଉଁଥିପାଇଁ ଟିକା କମ୍ପାନି ଉପରେ…

ଏବେ ମାତ୍ର ୨୨୫ ଟଙ୍କାରେ ନେଇପାରିବେ କୋଭିସିଲ୍ଡ ଓ କୋଭାକ୍ସିନ୍‌ର ବୁଷ୍ଟର ଡୋଜ୍‌, ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ବୁଷ୍ଟର ଡୋଜ୍‌ ପାଇଁ ଦେବାକୁ ପଡ଼ିବନି ୬୦୦ ଟଙ୍କା। ଏବେ ମାତ୍ର ୨୨୫ ଟଙ୍କା ଦେଇ ଲୋକମାନେ ବୁଷ୍ଟର ଡୋଜ୍‌ ନେଇପାରିବେ। ଶନିବାର ଦିନ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲା ଘୋଷଣା କରିଛନ୍ତି ଯେ ପ୍ରାଇଭେଟ୍‌…

ଶସ୍ତା ହେବ କୋଭିଡ ଟିକା ; ଖୁବ ଶୀଘ୍ର ଆପଣଙ୍କ ନିକଟସ୍ଥ ଔଷଧ ଦୋକାନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ : ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ କରୋନା ଟିକା କୋଭାକ୍ସିନ ଓ କୋଭିଶିଲ୍ଡ । ଆଣ୍ଟି-କୋଭିଡ୍ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପ୍ରତି ଡୋଜର ମୂଲ୍ୟ ୨୭୫ ଟଙ୍କାରୁ ଅଧିକ ହେବ ନାହିଁ । ଅତିରିକ୍ତ ସେବା ଚାର୍ଜର ମୂଲ୍ୟ ୧୫୦ ଟଙ୍କା ଲାଗୁ ହେବ । ଉଭୟ ଟିକା ଖୁବ ଶୀଘ୍ର ଭାରତର ଔଷଧ…

ବୃଦ୍ଧଙ୍କ ଶରୀରରେ କରୋନା ଟିକା ଦେଖାଇଲା ଚମତ୍କାର, ଅଚଳ ହୋଇଯାଇଥିବା ଅଙ୍ଗପ୍ରତ୍ୟେଙ୍ଗ କାମ କଲା

ଝାଡଖଣ୍ଡ : ଚମତ୍କାର ଦେଖାଇଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଏଠାରେ ଥିବା ଜଣେ ବ୍ୟକ୍ତି ଦୁର୍ଘଟଣା ପରେ ଦୀର୍ଘଦିନ ଧରି…

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ‘କୋଭୋଭ୍ୟାକ୍ସ’ ଏକ ଭଲ ବୁଷ୍ଟର: ଭାଇରୋଲୋଜିଷ୍ଟ୍‍

ଭାରତରେ କୋଭିଡ-୧୯ ବିରୋଧରେ ଯେଉଁ ଟିକାଗୁଡ଼ିକୁ ଅନୁମୋଦନ ଦିଆଯାଇଛି, ସେଥି ମଧ୍ୟରୁ କୋଭୋଭ୍ୟାକ୍ସ ସେହି ଲୋକଙ୍କ ପାଇଁ ଏକ ଭଲ ବୁଷ୍ଟର ଡୋଜ ହେବ, ଯେଉଁମାନଙ୍କୁ ପୂର୍ବରୁ କୋଭିଶିଲ୍ଡ ଟିକା ଲାଗି ସାରିଛି। ଏହି ସୂଚନା ଦେଇଛନ୍ତି ପ୍ରଖ୍ୟାତ ଭାଇରୋଲୋଜିଷ୍ଟ୍‍ ବୈଜ୍ଞାନିକ ଡା. ଶାହିଦ ଜମିଲ।…

ଓମିକ୍ରନ୍‌ ଭ୍ୟାରିଏଣ୍ଟ ବିରୋଧରେ କାମ କରିବ ତ କୋଭିସିଲ୍ଡ ଓ କୋଭାକ୍ସିନ୍‌! ଜାଣନ୍ତୁ କ’ଣ କହିଲା ICMR

ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ପୁଣି ଏକ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି। ଏହି ଭ୍ୟାରିଏଣ୍ଟ ପୂର୍ବ ସବୁ ଭ୍ୟାରିଏଣ୍ଟ ତୁଳନାରେ ଅଧିକ ବିପଦପୂର୍ଣ୍ଣ ବୋଲି ଏକ୍ସପର୍ଟମାନେ ପୂର୍ବରୁ କହିସାରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ର…

Covishield ଟୀକାକୁ ହଁ କଲା ବ୍ରିଟେନ, ଦୁଇଟି ଡୋଜ ନେଇଥିଲେ କରିହେବ ଯାତ୍ରା

ବ୍ରିଟେନ ଯାତ୍ରା କରୁଥିବା ଭାରତୀୟଙ୍କୁ ଏକ ବଡ ଆଶ୍ଵସ୍ତି ମିଳିଛି । ନିଜ ଟ୍ରାଭେଲ ନିୟମ ଗୁଡିକରେ କିଛିଟା ପରିବର୍ତ୍ତନ ଆଣିଛି ବ୍ରିଟେନ । ଏହା ସହ ଭାରତ ମାଟିରେ ସିରମ ଇନଷ୍ଟିଟ୍ୟୁଟ ଦ୍ୱାରା ତିଆରି ହେଉଥିବା କୋଭିସିଲଡ଼ ଟୀକାକୁ ଅନୁମୋଦନ ବା ସ୍ୱୀକୃତି ଦେଇଛି । ଏଣିକି ବ୍ରିଟେନ ଯାତ୍ରା…

କୋଭିସିଲ୍ଡ ଓ କୋଭାକ୍ସିନ୍‌ ନେଉଥିବା ଲୋକଙ୍କ ଶରୀରରେ ୨ ମାସ ପରେ କମୁଛି ଆଣ୍ଟିବଡି, ଚିନ୍ତା ବଢ଼ାଇଲା ନୂଆ ରିସର୍ଚ୍ଚ

କରୋନା ଭାଇରସ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଏବେ ସାରା ଦେଶରେ ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ଯାଏଁ ପାଖାପାଖି ୭୫ କୋଟି ଲୋକ ଟିକା ନେଇ ସାରିଲେଣି। ବର୍ଷ ଶେଷ ବେଳକୁ ସମସ୍ତେ କରୋନା ଟିକା ନେଇ ସାରିଥିବେ ବୋଲି ଆଶା କରାଯାଉଛି। ତେବେ ଇତି ମଧ୍ୟରେ ଟିକାକରଣକୁ ନେଇ ହୋଇଥିବା ଏକ…

ଭାରତରେ ମିଳିଲା ନକଲି କୋଭିସିଲ୍ଡ ଟିକା, ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତରେ ଚିହ୍ନଟ ହୋଇଛି ନକଲି କରୋନା ଟିକା। ଭାରତର ପ୍ରାଥମିକ କୋଭିଡ୍‌ ଭ୍ୟାକ୍‌ସିନ୍‌ କୋଭିସିଲ୍ଡର ନକଲି ଟିକା ଭାରତରୁ ଧରାପଡ଼ିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ବିବିସି ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ…

କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂ ଗବେଷଣାକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂ ଗବେଷଣାକୁ ସରକାରଙ୍କ ଅନୁମତି । କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂକୁ କି ଫାଇଦା ମିଳୁଛି, ତା ଉପରେ ଗବେଷଣା କରିବାକୁ DCGI ଅନୁମତି ଦେଇଛି । ଭେଲ୍ଲୋରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ଗବେଷଣା ଓ ଟ୍ରାଏଲ କରାଯିବ । ଏହାର…

ପ୍ରଥମ ଡୋଜ୍‌ କୋଭିସିଲ୍ଡର ନେଇଥିଲେ ଦ୍ୱିତୀୟଟିରେ ନେଇପାରିବେ କୋଭାକ୍ସିନ୍‌, ସ୍ପଷ୍ଟ କଲା ଆଇସିଏମ୍‌ଆର

କରୋନା ଭାଇରସ୍‌ ବିରୋଧରେ ଲଢ଼ିବାକୁ ଏବେ ଏକମାତ୍ର ଅସ୍ତ୍ର ହେଉଛି ଭ୍ୟାକ୍‌ସିନ୍‌ ବା ଟିକା। କେବଳ ଟିକା ନେଲେ ହିଁ ଏବେ କରୋନାକୁ ମାତ୍‌ ଦେଇ ହେବ। ତେବେ ବର୍ତ୍ତମାନ ବଜାରରେ ବିଭିନ୍ନ କମ୍ପାନୀର ଭ୍ୟାକ୍ସିନ୍‌ ଉପଲବ୍ଧ ଅଛି। ଏଣୁ ଲୋକମାନେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଯଦି ପ୍ରଥମ ଡୋଜ୍‌…

କୋଭିସିଲ୍ଡର ବୁଷ୍ଟର ଡୋଜ ପାଇଁ ଚାଲିଛି ପ୍ରସ୍ତୁତି, ରିସର୍ଚ୍ଚରୁ ମିଳିଲା ସୂଚନା

କରୋନା ବିରୁଦ୍ଧରେ ଏବେ ସାରା ଦୁନିଆ ଲଢ଼ୁଛି । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଭ୍ୟାକସିନକୁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ଅକ୍ସଫୋର୍ଡ ଆଷ୍ଟ୍ରୋଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ ଭ୍ୟାକସିନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରିସର୍ଚ୍ଚରୁ ସୂଚନା…