Browsing Tag

cow

ଜହ୍ଲାଦ ଟ୍ରକ ଡ୍ରାଇଭରର ଜଘନ୍ୟ କାଣ୍ଡ, ଗାଈକୁ ଟ୍ରକରେ ବାନ୍ଧି ଘୋସାରି ନେଲା

ବାଙ୍ଗିରିପୋଷି : ମାନବିକତାର ସବୁ ସୀମା ଟପିଗଲା ଜହ୍ଲାଦ ଟ୍ରକ ଡ୍ରାଇଭର ।  ଅମାନୁଷିକ ଭାବେ ଟ୍ରକ ପଛରେ ଗୋମାତାଙ୍କୁ ବାନ୍ଧି ଘୋଷାଡି ନେଉଥିଲା ।  ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ ଘଟଣା ।  ଯେଉଁ ଗୋମାତା…

କାର୍ ଭିତରେ ପଶିଲା ନୀଳଗାଈ, ୪ ବର୍ଷ ଝିଅର ଗଲା ଜୀବନ

ଗୁନା: ମଧ୍ୟପ୍ରଦେଶର ଗୁନାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏକ ନୀଳଗାଈ କାରର ଝରକା ଭାଙ୍ଗି ଭିତରକୁ ପଶିଗଲା । ଏହି ଦୁର୍ଘଟଣାରେ ଏକ ଚାରି ବର୍ଷର ଝିଅର ମୃତ୍ୟୁ ଘଟିଛି । ପୋଲିସ କହିଛି ଯେ ଝିଅଟି ତାଙ୍କ ମାଆଙ୍କ କୋଳରେ ବସିଥିଲା ​​ଏବଂ ଯେତେବେଳେ ନୀଳଗାଈ ଝରକା ଭାଙ୍ଗି ଭିତରକୁ…

ଗାଈ ସହ ଅପ୍ରାକୃତ ଯୌନକ୍ରିୟା ଘଟଣାକୁ ନେଇ ଉତ୍ତେଜନା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ

ବାଲେଶ୍ୱର : ବାଲେଶ୍ୱର ସଦର ଥାନା ଅଞ୍ଚଳରେ ମଙ୍ଗଳବାର ଅମାନବୀୟ ଘଟଣା ଘଟିଛି । ନିଜର ହିତାହିତ ଜ୍ଞାନ ଭୁଲି ଜଣେ ଯୁବକ ଏକ ଗାଈ ସହ ଅପ୍ରାକୃତିକ ଯୌନକ୍ରିୟା କରିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୁର୍ଶିଦାବାଦ ଅଞ୍ଚଳର ଜଣେ ରାଜ ମିସ୍ତ୍ରୀକୁ…

ହଠାତ୍ ବଢ଼ି ଗଲା ନଦୀର ଜଳସ୍ତର, କାଠଯୋଡ଼ି ପଠାରେ ଫସି ଗଲେ ଗୋରୁ ପଲ

କଟକ : କାଠଯୋଡ଼ି ପଠାରେ ଫସି ରହିଛନ୍ତି ଗୋରୁ ପଲ । କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ପଶି ରହିଛନ୍ତି ଗୋରୁ ପଲ । ୨୦ ରୁ ଅଧିକ ଗୋରୁ ଫସି ରହିଛନ୍ତି। ଗତକାଲି ପଠାକୁ ଗୋରୁ ଚରିବା ପାଇଁ ଯାଇଥିବା ବେଳେ ହଠାତ୍ ନଦୀ ଜଳସ୍ତର ବଢ଼ିଯାଇଥିଲା । ଚାରିପଟେ ପାଣି…

ହଜିଗଲା ମାନବିକତା, ୭ଟି ଗାଈ ଉପରେ ଏସିଡ ମାଡ଼ କଲେ ଦୁର୍ବୃତ୍ତ

ବ୍ରହ୍ମପୁର : ହଜିଯାଉଛି ମାନବିକତା । ନୃଶଂସତାର ଚରମ ସୀମାରେ ପହଞ୍ଚିଛି ମଣିଷ ।  ଗାଈକୁ ମାଡ଼ କଲା ଏସିଡ । ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାରରେ ୭ଟି ଗାଈ ଉପରେ ଏସିଡ ମାଡ଼ କରିଛନ୍ତି ଦୁର୍ବୃତ୍ତ । ବାଡ଼ ଭାଙ୍ଗି ଗାଇ ଓ ବାଛୁରୀ ବାଡ଼ି ଭିତରେ ପଶିବାରୁ ଏସିଡ୍ ଫିଙ୍ଗିଥିଲେ । ଏସିଡ୍…

ଗାଈ ସେବାରେ ସାଧୁ, ଗୋମାତାଙ୍କୁ ପୂଜା କଲେ ମିଳିଥାଏ କୋଟି ଜନ୍ମର ପୂଣ୍ୟ

ଦଶପଲ୍ଲା: ଗୋଶାଳାରେ ଚାଲିଛି ସାଧୁଙ୍କ ଗୋମାତା ସେବା । କୌଣସି ଗୋଟିଏ ବି ଗାଇ ବନ୍ଧା ହୋଇନାହାନ୍ତି । ଗୋଟି ଗୋଟି କରି ସବୁ ଗାଈଙ୍କ ସେବା କରୁଛନ୍ତି ସାଧୁମାନେ । କିଏ ଗାଈଙ୍କୁ ଖୁଆଇ ଦେଉଛି ତ କି ଗାଈଙ୍କୁ ଆଉଁଷି ଦେଉଛି । ସାଧୁମାନେ ଅତି ନିଷ୍ଠାର ସହ ଗୋସେବାରେ ଲାଗି ପଡ଼ିଛନ୍ତି ।…

ଆମ୍ବୁଲାନ୍ସ ଭିତରେ ବେଆଇନ ଗୋ-ଚାଲାଣ ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଗୋରୁ ବୋଝେଇ ଭ୍ୟାନ

ଭଦ୍ରକ : ଆମ୍ବୁଲାନ୍ସ ଭିତରେ ବେଆଇନ ଗୋ-ଚାଲାଣ ।  ତିହିଡି଼ ରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏହି ଗୋରୁ ବୋଝେଇ ଆମ୍ବୁଲାନ୍ସ ଗାଡ଼ି ଟିକୁ ସରକାର ନଗର ଠାରେ ଜବତ କରିଲା ପୁରୁଣା ବଜାର ପୋଲିସ । ସେହିପରି ଅନ୍ୟ ଏକ ପିକଅପ ଭ୍ୟାନ ଗାଡ଼ିଟିକୁ ଜବତ କରିଛି ।  ପୁରୁଣାବଜାର ପୋଲିସ ଦୁଇଟି…

ବେଡରୁମରେ ପଶିଲା ଷଣ୍ଢ, ୨ଘଣ୍ଟା ଧରି ଆଲମାରୀରେ ଲୁଚି ରହିଲେ ମହିଳା

ହରିୟାଣା ଫରିଦାବାଦର ଜଣେ ବ୍ୟକ୍ତିଙ୍କ ବେଡରୁମରେ ଷଣ୍ଢ ପଶିଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ବୁଧବାର ଦିନ ଡାବୁଆ କଲୋନୀ ସି ବ୍ଲକରେ ଦେଖିବାକୁ ମିଳିଛି । ଘରେ ଷଣ୍ଢ ପଶିଯିବାରୁ ମହିଳା ଜଣକ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆଲମାରୀରେ ଲୁଚି ରହିଥିଲେ । ଏପରି ସ୍ଥିତିକୁ ଆୟତ୍ତ…

ବରାହ ଶିକାର ପାଇଁ ଖଞ୍ଜିଥିଲେ ବୋମା, ଫାଟିଲା ବଦଳ ମୁହଁରେ

କେନ୍ଦୁଝର : ବରାହ ଶିକାର ପାଇଁ ଶିକାରୀ ବୋମା ଖଞ୍ଜିଥିଲେ ।  ବୋମାରେ ବରାହ ଶିକାର ତ ହେଲା ନାହିଁ, କିନ୍ତୁ ଅଫୁଟା ବୋମାକୁ ଏକ ବଳଦ ଖାଇଦେବାରୁ ବଳଦ ମୁହଁରେ ଫାଟିଯାଇଥିଲା ବୋମା। ଫଳରେ ବଳଦଟି ଗୁରୁତର ହୋଇଛି। ବଳଦର ପୁରା ମୁଁହ ଟି ଛୀନଛତ୍ର ହୋଇଯାଇଛି ଏପରି ଏକ ଘଟଣା ଘଟିଛି କେନ୍ଦୁଝର…

ଗାଈକୁ ରାଜ୍ୟମାତା ଘୋଷଣା କଲା ମହାରାଷ୍ଟ୍ର, ସରକାର ଜାରି କଲେ ଆଦେଶ

ମହାରାଷ୍ଟ୍ର ସରକାର ଆଜି ଏକ ଆଦେଶ ଜାରି କରି ଗାଈକୁ ‘ରାଜ୍ୟମାତା’ ଘୋଷଣା କରିଛନ୍ତି । ବୈଦିକ କାଳରୁ ଭାରତୀୟ ସଂସ୍କୃତିରେ ଗାଈର ମହତ୍ତ୍ୱ ରହିଛି ବୋଲି ସରକାର ଆଦେଶରେ ଉଲ୍ଲେଖ କରିଛନ୍ତି । ଦେଶୀ ଗାଈର କ୍ଷୀର ମାନବ ଆହର ପାଇଁ ଉପଯୁକ୍ତ । ଆୟୁର୍ବେଦ ଚିକିତ୍ସା, ପଞ୍ଚଗଭ୍ୟ ଉପଚାର ଏବଂ…

ମଣିଷ ଓ ପଶୁର ନିଆରା ସମ୍ପର୍କ: ଉମା ଓ କାଶୀ ଏହାର ଜ୍ୱଳନ୍ତ ଉଦାହରଣ

ବାଛୁରୀ ଓ ମଣିଷର ନିବିଡ଼ ସମ୍ପର୍କ । ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ମଣିଷକୁ ପଚାରୁନି ଏଭଳି ପରିସ୍ଥିତିରେ ଗୋଟିଏ ଜୀବ ପ୍ରତି ଏମିତି ଭଲ ପାଇବା ଖୁବ କମ ଦେଖିବାକୁ ମିଳିଥାଏ । ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । ଏହା ଦେଖି ଆପଣ ନିଶ୍ଚୟ ଭାବୁଥିବେ ଏ ବାଛୁରୀଟି ସୋରୁମ ଭିତରେ କ'ଣ…

ସୀମା ଟପିଲା ପାଶବିକତା: ଯୌନ ଲାଳସା ପୂରଣ କରିବା ପାଇଁ ଗାଈକୁ ଦୁଷ୍କର୍ମ କଲା ଯୁବକ

କୁଚିଣ୍ଡା:  ଘୃଣ୍ୟ, ବର୍ବର... ! ସୀମା ଟପିଲା ପାଶବିକତା । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ମଣିଷ କେତେ ଯେ ତଳକୁ ଖସିପାରେ ତାହାର ଆଉ ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି  ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ । କୁଚିଣ୍ଡା ଏଚପି ପେଟ୍ରୋଲ ପମ୍ପରେ ଗତ ବୁଧବାର ମଧ୍ୟ ରାତିରେ ଦେଖିବାକୁ…