ଗାଈକୁ ଗୋଇଠା ମାରୁଥିଲା ଯୁବକ, ତା’ ପରେ ଗାଈ ଏମିତି କଚାଡ଼ି ମାରିଲା ଯେ ଅବସ୍ଥା ଖରାପ କରିଦେଲା, ଦେଖନ୍ତୁ ଭିଡିଓ
ନିଜ କର୍ମର ଫଳ କେବେ ନା କେବେ ନିଶ୍ଚିତ ମିଳିବ। ଏକଥା ଆମେ ସମସ୍ତେ ଜାଣିଛେ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଉଛି, ଯାହାକୁ ଦେଖି ଆପଣ ଏହି କଥାର ମର୍ମ ବୁଝିପାରିବେ। ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଗୋଟିଏ ଗାଈକୁ…