Browsing Tag

cow burnt alive

ଦୁର୍ଘଟଣା ପରେ ଜଳିଗଲା ପିକଅପ୍‌, ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ

ଉଦଳା : ଜଳିଗଲା ଗୋରୁ ବୋଝେଇ ଗାଡି । ଗୋଟିଏ ଗୋରୁ ଜଳି ଜୀବନ୍ତ ଦଗ୍ଧ । କପ୍ତିପଦା ଥାନା ପୋଡାଡିହା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ରାତିରେ ଗୋରୁ ବୋଝେଇ ପିକଅପ୍ ଓଲଟି ପଡିବା ପରେ ନିଆଁ ଲାଗି ଯାଇଥିଲା ।…