Browsing Tag

cow challan

ସିମୁଳିଆ ପୋଲିସ୍ ଦ୍ବାରା ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ: ୪୦ ରୁ ଅଧିକ ଗୋରୁ ଉଦ୍ଧାର, ୧୧ ଅଟକ

ସୋର(କେନ୍ୟୁଜ୍‌): ବାଲେଶ୍ବର ଜିଲ୍ଲା ସିମୁଳିଆ ପୋଲିସ୍ ଦ୍ବାରା ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ।  ସୂଚନା ମୁତାବକ, ଗତରାତିରେ ବେଆଇନ ଗୋରୁ ବୋଝେଇ କଣ୍ଟେନରର ପିଛା କରି ୧୬ ନମ୍ବର ଜାତୀୟ ରାଜପଥ ସୋର ବରଫ କଳ ଠାରୁ ଏକ କଣ୍ଟେନର ଜବତ କରାଯାଇଛି । ଯେଉଁଥିରେ ୪୦ ରୁ ଅଧିକ ଗୋରୁ…

ନୟାଗଡ଼ କଣ୍ଟିଲୋ ଅଞ୍ଚଳରୁ ୭ଟି ଗୋରୁ ବୋଝେଇ ଟ୍ରକ୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ, ୨ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଅଞ୍ଚଳରୁ ୭ଟି ଗୋରୁ ବୋଝେଇ ଟ୍ରକ୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ। ଏହା ସହିତ ୮୮ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ…

ଯାଜପୁର: ଗୋଚାଲାଣ ବେଳେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ, ଗାଡି ଛାଡି ଚମ୍ପଟ ମାରିଲା ଡ୍ରାଇଭର

ଯାଜପୁର(କେନ୍ୟୁଜ): ବିପଦରେ ଗୋ ସମ୍ପଦ। ଗୋ ଚାଲାଣ ହେଉଥିବା ସମୟରେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ। ଫଳରେ ଗାଡିକୁ ଛାଡି ଚମ୍ପଟ ମାରିଛି ଡ୍ରାଇଭର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାରବାଟୀ ବଜାରରେ। ୧୬ନଂ ଜାତୀୟ ରାଜପଥ ଦେଇ କୁଆଖିଆ ଅଭିମୁଖେ ଯାଉଥିଲା ଏହି…

ଯାଜପୁର ଏବେ ଗୋରୁ ମାଫିଆଙ୍କ କବଜାରେ, ବେଧଡକ ଚାଲିଛି ବେଆଇନ ଗୋ ଚାଲାଣ

ଯାଜପୁର ଜିଲ୍ଲାରେ ସକ୍ରିୟ ଗୋ ଚାଲାଣକାରୀ । ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରକୁ ବେଆଇନ ଭାବେ ଗୋ ଚାଲାଣ ହେଉଛି । ଜିଲ୍ଲାର ଛୋଟବଡ଼ ହାଟ ଏବେ ଗୋରୁ ମାଫିଆଙ୍କ କବଜାରେ । ଏହି ର‍୍ୟାକେଟରେ ପଡୋଶୀ କେନ୍ଦ୍ରାପଡ଼ା ଓ ଭଦ୍ରକ ଗୋରୁ ମାଫିଆ ସାମିଲ ଥିବାବେଳେ ଏହାର ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ…