Browsing Tag

cow dung

ଅନ୍ଧବିଶ୍ୱାସ! ବର୍ଷା ହେବା ଆଶାରେ ବୃଦ୍ଧଙ୍କ ଉପରେ ଢାଳିଦେଲେ ଗୋବର ଓ ଅପରିଷ୍କାର ପାଣି; ଥାନାର ଦ୍ୱାରସ୍ଥ ହେବାରୁ…

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବର୍ଷା ହେବା ଆଶାରେ ସ୍ଥାନୀୟ ଗୋବିନ୍ଦପୁର ଗାଁରେ ଅଖଣ୍ଡ ପାଠର ଆୟୋଜନ କରାଯାଇଥିଲା। ହେଲେ ଏହାରି ଭିତରେ କିଛି ଯୁବକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏକ କାଣ୍ଡ ଘଟାଇଥିଲେ, ଯାହାକି ଏବେ ବିବାଦ…

ଦେଶରେ ପ୍ରଥମ! ଗୋବର ନିର୍ମିତ ବ୍ୟାଗ୍‌ ଧରି ବିଧାନସଭା ପହଞ୍ଚିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ; ସୃଷ୍ଟି କଲେ ନୂଆ ଇତିହାସ…

ପରିବେଶ ସଂରକ୍ଷଣ ଏବଂ ଆର୍ଥିକ ସଶକ୍ତୀକରଣ କ୍ଷେତ୍ରରେ ବିଶେଷ କାର୍ଯ୍ୟ କରୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ବୁଧବାର ରାଜ୍ୟ ବିଧାନସଭାରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବାସ୍ତବରେ, ବଜେଟ୍‌ ଉପସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ବ୍ରିଫ୍‌କେସ୍‌…

ପୂର୍ବତନ କ୍ରିକେଟରଙ୍କ ଅନ୍ଧବିଶ୍ୱାସ! କିଟ୍‌ରେ ଗୋବର ରଖି ଦେଉଥିଲେ ଚୁମ୍ବନ, ଦୁଷ୍କର୍ମ ଅଭିଯୋଗରେ ମଧ୍ୟ ଭୋଗି…

କ୍ରିକେଟ୍ ପଡ଼ିଆରେ ଅନେକ ସମୟରେ ଖେଳାଳିମାନଙ୍କୁ ଅଜବ କାରନାମା କରୁଥିବାର ଦେଖା ଯାଇଥାଏ। କ୍ରିକେଟ ଖେଳ ଖେଳୁଥିବା କେତେକ ଖେଳାଳି ଏମିତି ବି ହୋଇ ଥାଆନ୍ତି, ଯେଉଁମାନେ ଅନ୍ଧବିଶ୍ୱାସରେ ବିଶ୍ୱାସ ରଖନ୍ତି। କିଛି ଖେଳାଳି ଅନ୍ଧବିଶ୍ୱାସରେ ଏତେ ବିଶ୍ୱାସ ରଖନ୍ତି ଯେ ଲୋକମାନେ ଏହା ବିଷୟରେ…

ଗୋବର ଖାଇଲେ ଏମ୍‌ବିବିଏସ୍‌ ଡାକ୍ତର, କହିଲେ ଏହାକୁ ଖାଇଲେ ଦେହ-ମନ ସୁସ୍ଥ ରହେ; ଦେଖନ୍ତୁ ଭିଡିଓ

ସୋସିଆଲ୍‌ ମିଡିଆରେ ପ୍ରାୟତଃ କିଛି ନା ଭିଡିଓ ଭାଇରାଲ ହୋଇଥାଏ, ଯାହା ଲୋକଙ୍କ ଧ୍ୟାନ ଆକର୍ଷିତ କରେ। ଇଣ୍ଟରନେଟ୍‌ରେ ବେଳେ ବେଳେ କିଛି ମଜାଳିଆ ଭିଡିଓ ବି ଦେଖିବାକୁ ମିଳେ, ଯାହା ଦେଖି ଆପଣ ନିଜ ହସ ରୋକିପାରୁ ନଥିବେ। ଏବେ ସେଭଳି ଏକ ଭିଡିଓ ଇଣ୍ଟରନେଟ୍‌ରେ ବହୁଳ ଭାବେ ଭାଇରାଲ ହେଉଛି। ଏହି…

କରୋନା ଭୟରେ ଗୋବର ଓ ଗୋମୂତ୍ରରେ ସ୍ନାନ କରୁଛନ୍ତି ଲୋକେ, ଡାକ୍ତର କହିଲେ ବିପଦପୂର୍ଣ୍ଣ

କରୋନା ଭାଇରସ ମହାମାରୀର ଦ୍ଵିତୀୟ ଲହର ଭାରତରେ ସବୁଠୁ ଅଧିକ ସଂକ୍ରମିତ କରୁଛି। ସହର ସମେତ ଗାଁ ଲୋକେ ମଧ୍ୟ ଏବେ ସଂକ୍ରମଣର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଅସହାୟ ଲୋକମାନେ କରୋନା ସହ ଲଢ଼ିବାକୁ ବିଭିନ୍ନ ଅଜବ ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। ଗୁଜରାଟର କିଛି ଲୋକ ଗାଈ…

ଡେଇଁ ଡେଇଁ ନିଜଠୁ ଦୁଇଗୁଣ ଉଚ୍ଚ କାନ୍ଥରେ ଘଷି ପାରୁଛନ୍ତି ମହିଳା, ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ

ଯୋଗାଡ଼ କରି କାମ କରିବାରେ ଭାରତୀୟମାନେ ଧୁରନ୍ଧର। ସେମାନଙ୍କ ପାଖରେ ସବୁ ସମସ୍ୟାର ସରଳ ସମାଧାନ ରହିଥାଏ। ପ୍ରାୟତଃ ସୋସିଆଲ ମିଡିଆରେ ଆମେ ଅନେକ ଯୋଗାଡ଼ ଯନ୍ତ୍ର କରି କାମ ଚଳାଇନେଉଥିବା ଭିଡିଓ ଦେଖିଛେ। ତେବେ ବର୍ତ୍ତମାନ ଏବେ ସେଭଳି ଏକ ମହିଳାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ…

କାମଧେନୁ ଆୟୋଗ ଚେୟାରମ୍ୟାନଙ୍କ ଦାବି: ଗାଈ ଗୋବର ରୋକିବ ମୋବାଇଲ ରେଡିଏସନ, ଚିପ୍‌ ଭାବେ ହେବ ବ୍ୟବହାର

ଗାଈ ଗୋବରକୁ ନେଇ ଅନେକ ପ୍ରକାରର ଦାବି କରାଯାଉଛି। ଯାହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଛି। ଏଣିକି ଗାଈ ଗୋବରରୁ ତିଆରି ଚିପ ମୋବାଇଲରୁ ନିର୍ଗତ ଆଣ୍ଟି-ରେଡିଏସନ ରୋକିପାରିବ। ରାଷ୍ଟ୍ରୀୟ କାମଧେନୁ ଆୟୋଗ (RKA)ର ଚେୟାରମ୍ୟାନ୍ ବଲ୍ଲଭ ଭାଇ କଥିରିଆ କହିଛନ୍ତି, ଗାଈ ଗୋବରରୁ…

ରାତାରାତି ଚୋରି ହୋଇଗଲା ଶହେ କିଲୋ ଗୋବର, ଥାନାରେ ଏତେଲା ଦେଲେ କୃଷକ

କାହାର ହୃଦୟ ଚୋରି ହୋଇଥାଏ ତ ଆଉ କାହାର ପର୍ସ । ସମସ୍ତେ ଜାଣନ୍ତି ଯେ ଏକ ଚୋର ଯଦି ଚୋରି କରିବାକୁ ଆସେ ତାହେଲେ ସେ କେବଳ ମହଙ୍ଗା ଜିନିଷ ହିଁ ଚୋରି କରିଥାଏ କିନ୍ତୁ ଛତିଶଗଡ଼ରେ ଏକ ଏପରି ଚୋରି ହୋଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଛତିଶଗଡ଼ରେ "ଗୋଧନ ନ୍ୟାୟ"…

ଗୋବର କିଣିବେ ରାଜ୍ୟ ସରକାର, କିଲୋ ପ୍ରତି ଦାମ୍‌ ରହିଛି ଦେଢ଼ ଟଙ୍କା

ଏଣିକି ରାଜ୍ୟ ସରକାର କିଣିବେ ଗୋବର। ଶୁଣିବାକୁ ଅଖାଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ସତ। ଛତିଶଗଡ଼ ରାଜ୍ୟ ସରକାର ଏବେ ଲୋକଙ୍କ ଠାରୁ ଗୋବର କିଣିବାକୁ ଘୋଷଣା କରିଛନ୍ତି। କିଲୋପ୍ରତି ଦେଢ଼ ଟଙ୍କାରେ ସରକାର ଏହି ଗୋବର କିଣିବେ ବୋଲି ଜଣାଯାଇଛି। ନିକଟରେ ଗୋବର କିଣିବା ପାଇଁ ରାଜ୍ୟ ସରକାର ଏକ…

ଖରା ତାତିରୁ ଗାଡିକୁ ରକ୍ଷା କରିବା ପାଇଁ କାରରେ ଗୋବର ଲିପିଲେ ମାଲିକ, ଫଟୋ ଭାଇରାଲ୍

ତାତିରୁ ମିଳୁନି ତ୍ରାହି । ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ସନ୍ତୁଳି ହେଉଛି ସାରା ଦେଶ । ଦେଶର ଅନେକ ସ୍ଥାନର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ୧୦ ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡୁଛି । ଏମିତିରେ ଖରାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ…

ଆମେରିକାର VIP ଚାକିରି ଛାଡି ଯୁବକ ଏବେ ପାଳୁଛନ୍ତି ଗାଇଗୋରୁ

ଆମେରିକାରେ VIP ଚାକିରି ଛାଡି ଉତ୍ତରପ୍ରଦେଶରେ ପାଳୁଛନ୍ତି ଗାଇଗୋରୁ । ସାହାଯାହାନପୁରର ଶରଦ ଗଙ୍ଗୱାରଙ୍କୁ ଦେଖିଲେ ଆପଣଙ୍କ ଚିନ୍ତାଧାରା ସଂପୂର୍ଣ୍ଣ ଭାବେ ବଦଳିଯିବ। ସେ ଏପରି ଜଣେ ବ୍ୟକ୍ତି ଯିଏ ଆଚ୍ଛାଖାସା ଦରମା ଥିବା ରୋଜଗାର ଛାଡି ଏବେ ଗୋରୁ ସେବା ଆପଣାଇଛନ୍ତି। ଆପଣ ନିଶ୍ଚିତ ଭାବେ…

ଖୁବ୍ ଶୀଘ୍ର ଆମାଜନ୍ ରେ ଉପଲବ୍ଧ ହେବ ଗୋବର ତିଆରି ସାବୁନ, ତା’ସାଙ୍ଗକୁ ପାଇପାରିବେ ମୋଦି ଏବଂ ଯୋଗୀଙ୍କ ପୋଷାକ

ଯଦି ଆପଣ ସେହି ଲୋକମାନଙ୍କ ମଧ୍ଯରୁ ଜଣେ ଯେଉଁମାନେ ଗାଈର ମୁତ୍ର ଏବଂ ଗୋବର ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଜିନିଷ ବ୍ଯବହାର କରନ୍ତି, ତେବେ ଅକ୍ଟୋବର ମାସରୁ ଆପଣଙ୍କ ପାଖରୁ ଆସିବାକୁ ଯାଉଛି ଅ।ହୁରି ଅଧିକ ସୁବିଧା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ସମର୍ଥିତ ଫାର୍ମାସୀ ନିଜର…