ଏବେ ମାନସିକ ବେମାରୀ ଓ ବ୍ଲଡ଼ ପ୍ରେସର ସହିତ ଅନେକ ରୋଗରୁ ବଞ୍ଚାଇବ ଗାଈ ଗୋବରରୁ ନିର୍ମିତ ଏହି ଚପଲ
ବଜାରକୁ ଆସିଛି ଗୋବରରୁ ନିର୍ମିତ ଚପଲ ଯାହାକୁ ପିନ୍ଧିବା ଦ୍ବାରା ଏବେ ମାନସିକ ରୋଗ ଏବଂ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିବ। ଶିବରାତ୍ରି ଅବସରରେ ସରକାରୀ ପ୍ରଦର୍ଶନୀର ପଶୁପାଳନ ବିଭାଗର ଷ୍ଟୋଲରେ ଏହି ବିଶେଷ ଚପଲକୁ ପ୍ରଦର୍ଶିତ କରାଯାଇଛି । ଏହାକୁ ବୈଦିକ ଚରଣ ପାଦୁକା ନାଁ ଦିଆଯାଇଛି।…