ଜଳେଶ୍ବର: ଗାଈ ଟିର ପ୍ରସବ ବେଦନା ସହିପାରିଲେନି ବ୍ୟକ୍ତି, ରାସ୍ତା ମଝିରେ କଲେ ଏମିତି କାମ ସବୁ ଆଡୁ ଛୁଟୁଛି ପ୍ରଶଂସା
ଜଳେଶ୍ବର:ଆଜିକାଲିର ସ୍ବାର୍ଥପର ଦୁନିଆରେ କିଏ କାହାର । ରାତି ପାହିଲା ବେଳକୁ ବଦଳି ଯାଉଛି ସମ୍ପର୍କ । ପୁଅ ଭୁଲିଯାଉଛି ମାକୁ ତ ସ୍ତ୍ରୀ ଭୁଲିଯାଉଛି ନିଜ ସ୍ବାମୀକୁ । ନିଜର ସ୍ବାର୍ଥ ପାଇଁ ମଣିଷ ଏଠି ଭୁଲିଯାଉଛି ମାନବିକତା । କିନ୍ତୁ ପାଞ୍ଚ ଆଙ୍ଗୁଳି ସମାନ ନୁହେଁ । ଏହି ଅମଣିଷ ମାନଙ୍କ…