Browsing Tag

cow rescued by helicopter

ନିଜ ଗାଈକୁ ବଞ୍ଚାଇବା ପାଇଁ ଚାଷୀ ମଗାଇଲେ ହେଲିକପ୍ଟର, ଦେଖନ୍ତୁ କିପରି କଲେ ଉଦ୍ଧାର

ଆପଣ ନିଜ ଆଖପାଖରେ ଅନେକ ଗାଈ ଦେଖିଥିବେ । ଗାଈଙ୍କୁ ଚାଲିବାର ,ଦୌଡିବାର ନଚେତ ଚରୁଥିବାର ଦେଖିଥିବେ । କିନ୍ତୁ କେବେ କେଉଁ ଗାଈକୁ ଆପଣ ହେଲିକପ୍ଟରରେ ଯିବାର ଦେଖିଛନ୍ତି କି? ଆଜ୍ଞା ହଁ ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ…