Browsing Tag

cow smuggling

ଜଗତସିଂହପୁର ଜ଼ିଲ୍ଲାରେ ଗାଈ ଓ ବାଛୁରୀ ଚୋରା ଚାଲାଣ ହେଉଥିବା ସମୟରେ ଧରିଲା ପୋଲିସ

ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲାରେ ଜଗତସିଂହପୁର ଥାନା ଅନ୍ତର୍ଗତ ଦେଉଳି ଗ୍ରାମେଶ୍ୱର ଅଞ୍ଚଳରୁ ଗାଈ ଓ ବାଛୁରୀ ଚୋରା ଚାଲାଣ  ହୋଇଛି  ।  ଏହି  ସମୟରେ ଜଗତସିଂହପୁର ପୋଲିସ ଦ୍ୱାରା ଜବତ ଓ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବିଳମ୍ବିତ ରାତିରେ ଏକ ପିକଅପ ଗାଡ଼ିରେ ସମୁଦାୟ ୧୧ ଟି…

କଟକରେ ବେଆଇନ ଗୋରୁ ଚାଲାଣ, ୧୦ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ

କଟକ: କଟକରେ ବେଆଇନ ଗୋରୁ ଚାଲାଣ । ୧୦ ଗୋରୁଙ୍କୁ ଉଦ୍ଧାର କଲା କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଏକ ପିକ ଅପ୍ ଭ୍ୟାନ ଜବତ କରିଛି ପୋଲିସ । ଗାଡି ଚାଳକକୁ ଗିରଫ କରିଛି । ଗଡଗଡିଆ ମନ୍ଦିର ନିକଟରେ ଗାଡିକୁ ଧରିଛି ପୋଲିସ । ଅନୁଗୋଳରୁ ଜଗତପୁର ଚାଲାଣ ବେଳେ ଧରାପଡିଛି ଗାଡି । ଗାଡି ମାଲିକ…

ମହାରାଷ୍ଟ୍ର: କାର୍‌ ଭିତରୁ ଗୋମାଂସ ମିଳିବା ପରେ ମୁସଲମାନ ଯୁବକଙ୍କୁ ପିଟି ପିଟି ହତ୍ୟା, ଜଣେ ଗୁରୁତର

ମହାରାଷ୍ଟ୍ରର ନାସିକରେ ଏକ କାର୍‌ରେ ଗୋମାଂସ ଚୋରା ଚାଲାଣ ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଲୋକେ ଜଣେ ମୁସଲମାନ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଏଥିରେ ଜଣେ ଆହତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସମ୍ବନ୍ଧିତ ଧାରାରେ…

ବେଆଇନ ଗୋ ଚାଲାଣ ବେଳେ ଉଦ୍ଧାର କଲେ ଗ୍ରାମବାସୀ

କାକଟପୁର(କେନ୍ୟୁଜ) : ବେଆଇନ ଗୋ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଗୋ ଚାଲାଣକାରୀ ମଫିଆମାନେ ଏବେ ମୁଖ୍ୟ ରାସ୍ତାରେ ନଯାଇ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଦେଇ ଗୋରୁଗାଈଙ୍କୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ର‍୍ୟାକେଟ ଗ୍ରାମାଞ୍ଚଳରୁ ଗାଈଗୋରୁମାନଙ୍କୁ ନେଇ ଯାଉଥିବା…