କାଲିଠୁ ଆରମ୍ଭ ହେଉଛି ୧୨ ବର୍ଷର ପିଲାଙ୍କ ଟିକାକରଣ, ଜାଣନ୍ତୁ ରେଜିଷ୍ଟ୍ରେସନ୍ କରିବାର ପୂରା ପ୍ରୋସେସ୍
ଏବେ ଛୋଟ ପିଲା ବି ନେଇ ପାରିବେ କରୋନା ଟିକା। କରୋନା ସଂକ୍ରମଣରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ୧୨ରୁ ୧୪ ବର୍ଷର ପିଲାଙ୍କୁ କରୋନା ଟିକା ଦେବା ଲାଗି ଅନୁମତି ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ଘୋଷଣା କରିଛନ୍ତି ଯେ ୧୬ ମାର୍ଚ୍ଚ ଅର୍ଥାତ୍ ଆସନ୍ତାକାଲି ଠାରୁ…