Browsing Tag

Cowin Portal

ନାଜାଲ ଭ୍ୟାକସିନ iNCOVACC ଦାମ୍‌ ସ୍ଥିର କଲେ ସରକାର, ମାତ୍ର ୮୦୦ ଟଙ୍କାରେ ନେଇପାରିବେ ବୁଷ୍ଟର ଡୋଜ

ଚୀନ ସମତେ ସମଗ୍ର ଦୁନିଆର ଅନେକ ଦେଶରେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ନେଇ ଭାରତ ସରକାର ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ଟିକାର ବୁଷ୍ଟର ଡୋଜ୍ ନେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରିକି ନାଜାଲ୍ ଭ୍ୟାକସିନ୍କୁ…

କାଲିଠୁ ଆରମ୍ଭ ହେଉଛି ୧୨ ବର୍ଷର ପିଲାଙ୍କ ଟିକାକରଣ, ଜାଣନ୍ତୁ ରେଜିଷ୍ଟ୍ରେସନ୍‌ କରିବାର ପୂରା ପ୍ରୋସେସ୍‌

ଏବେ ଛୋଟ ପିଲା ବି ନେଇ ପାରିବେ କରୋନା ଟିକା। କରୋନା ସଂକ୍ରମଣରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ୧୨ରୁ ୧୪ ବର୍ଷର ପିଲାଙ୍କୁ କରୋନା ଟିକା ଦେବା ଲାଗି ଅନୁମତି ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ଘୋଷଣା କରିଛନ୍ତି ଯେ ୧୬ ମାର୍ଚ୍ଚ ଅର୍ଥାତ୍‌ ଆସନ୍ତାକାଲି ଠାରୁ…

Co-Win ପୋର୍ଟାଲ ଲଞ୍ଚ୍‌ କଲା API, କିଏ ନେଇଛନ୍ତି ଟିକା ଆଉ କିଏ ନେଇ ନାହାନ୍ତି, ତୁରନ୍ତ ମିଳିବ ସୂଚନା

Co-Win ପୋର୍ଟାଲ ଏକ ନୂଆ ଆପ୍ଲିକେଶନ ପ୍ରୋଗ୍ରାମିଙ୍ଗ୍‌ ଇଣ୍ଟରଫେସ୍‌(ଏପିଆଇ) ଲଞ୍ଚ୍‌ କରିଛି, ଯାହାକୁ ‘Know Your Customer/Client Vaccination Status’ ନାମ ଦିଆଯାଇଛି। ଏହା ମାଧ୍ୟମରେ ରେଲେଓ୍ଵ, ମଲ୍‌ କିମ୍ବା କୌଣସି ହୋଟେଲରେ ତୁରନ୍ତ ଜଣା ପଡ଼ିଯିବ କି, କୌଣସି ବ୍ୟକ୍ତି କରୋନା…

CoWin ପୋର୍ଟାଲରେ ଯୋଡି ହେଲା ନୂଆ ଫିଚର, ଏବେ ଭ୍ଯାକସିନ ଲଗାଇବା ପୂର୍ବରୁ ଦେଖାଇବାକୁ ପଡିବ କୋଡ୍

କରୋନା ଟିକା ପଞ୍ଜୀକରଣ ପାଇଁ ତିଆରି ହୋଇଥିବା Cowin Portal ରେ ଲୋକଙ୍କ ଚିନ୍ତା ଦୂର କରିବା ପାଇଁ ନୂଆ ଫିଚର ଯୋଡିଛି। କିଛି ଲୋକ ଅଭିଯୋଗ କରୁଛନ୍ତି କି, ଭ୍ଯାକସିନ ଡୋଜ ନ ନେଇ ମଧ୍ୟ ପୋର୍ଟାଲରେ ଭ୍ଯାକସିନ ସାର୍ଟିଫିକେଟ ଜେନେରେଟ ହେଉଛି। ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ଯଦି ଆପଣ…