Browsing Tag

cows are give more 20 liter milk by listening music in rajasthan

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଗୀତ ଶୁଣିଲେ ଗାଈ ଦେଉଛି ଅଧିକ ୨୦ ଲିଟର କ୍ଷୀର

ସଙ୍ଗୀତ ମାନବ ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ ଏହା ବିଜ୍ଞାନ ମଧ୍ୟ ପ୍ରମାଣ କରିସାରିଛି । ଯଦି ଆମେ ଦୁଃଖ କିମ୍ବା ଡିପ୍ରେସନ ସମୟରେ ଗୋଟେ ଭଲ ସଂଗୀତ ଶୁଣୁ ତାହେଲେ ଏହାଦ୍ୱାରା ଆମର ଦୁଃଖ କିଛି ମାତ୍ରାରେ ଦୂର ହୋଇଥାଏ । କିଛି ଲୋକ ନିଜ ମୁଡ଼ ହିସାବରେ ଭିନ୍ନ ଭିନ୍ନ ପ୍ରକାରର ଗୀତ…