Browsing Tag

cp faliciatted traffic constable

ଟ୍ରାଫିକ ହାବିଲଦାର ଲଳିତ ରାଉତଙ୍କୁ ସମ୍ମାନିତ କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର: ଟ୍ରାଫିକ ହାବିଲଦାରଙ୍କୁ ସମ୍ମାନିତ କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଗତ ୧୭ ତାରିଖ ଦିନ କଟକ ଶିଖରପୁର ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିଲେ ଟ୍ରାଫିକ ହାବିଲଦାର ଲଳିତ ରାଉତ । ଏହି ସମୟରେ ରାସ୍ତା ଉପରେ କିଛି ଚିପ୍ସ ପଡିଥିବା ନେଇ ତାଙ୍କ ନଜରକୁ ଆସିଲା । ରାସ୍ତା ଉପରେ…