ସ୍ଥଳ ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଇଥିବାରୁ ନାଚ ଗୀତରେ ମସଗୁଲ୍ ଚଣ୍ଡୀ ପ୍ରସାଦଙ୍କ ଜନ୍ମମାଟି
ଜଗତସିଂହପୁର ଜ଼ିଲ୍ଲା ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ସ୍ଥଳ ସେନାର ଉପ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବାରୁ ଜନ୍ମ ମାଟି ଜୟବଡ ଗ୍ରାମରେ ଉତ୍ସବ ମନାଇଲେ ଲେଫ୍ଟନାଣ୍ଟ ଜେନେରାଲ ସି ପି ମହାନ୍ତିଙ୍କ ପରିବାର ଓ ଗ୍ରାମବାସୀ। ପୁଅ ସର୍ବୋଚ୍ଚ ସ୍ତାନକୁ ଯିବା ପାଇଁ ବାପା ଛାଡିଛନ୍ତି…