ଶୀତଦିନେ ଗୋଇଠି ଫାଟିଲେ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ
ସବୁ ଋତୁ ଅପେକ୍ଷା ଶୀତଦିନରେ ଶରୀର ପ୍ରତି ଖାସ୍ ଧ୍ୟାନ ଦେବାକୁ ପଡ଼ିଥାଏ । କାରଣ ଏହିଦିନ ଜଳବାୟୁ କାରଣରୁ ତ୍ୱଚା ଶୁଷ୍କ ହୋଇଯାଏ । ତ୍ୱଚାକୁ ମୁଲାୟମ ରଖିବା ପାଇଁ ଅନେକ ପ୍ରକାରର ଘରୋଇ ଟିପ୍ସ ମଧ୍ୟ ଲୋକମାନେ ଆପଣାଇଥାନ୍ତି । କିନ୍ତୁ ଏହାର ରେଜଲ୍ଟ ଯଦି ଭଲ ନଆସେ ତେବେ ଏହା ଚିନ୍ତାର କାରଣ…