Browsing Tag

crane accident

କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିବ ୩ ଜଣିଆ କମିଟି

କଟକ : କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟଣାରେ ୩ ଜଣିଆ କମିଟି କରିବ ତଦନ୍ତ ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପଦକ୍ଷେପ ସ୍ୱରୂପ କଟକ-ସଦର ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ୭ଦିନ ମଧ୍ୟରେ ତଦନ୍ତ…

କଟକ ଏସ୍ ସି ଵି ସମ୍ପ୍ରସାରଣ ପ୍ରକଳ୍ପ କାମ ବେଳେ କ୍ରେନ ଛିଡି ଅଘଟଣ, ତଦନ୍ତ ନିର୍ଦେଶ ଦେଲେ ଆଇନ,ପୂର୍ତ୍ତ ଓ ଅବକାରୀ…

କଟକ : କଟକ ଏସ୍ ସି ଵି ସମ୍ପ୍ରସାରଣ ପ୍ରକଳ୍ପ କାମ ବେଳେ ଅଘଟଣ । ୧୦ ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇଵା ବେଳେ ଛିଡିଲା କ୍ରେନ । କ୍ରେନ ଛିଡିଵା ସ୍ଥାନରେ ପଚାଶରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିଲେ । ୩ ଶ୍ରମିକ ଗୁରୁତର ଥିବା ଜଣାପଡିଛି । ତିନି ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସିବିରେ…

ରଖିବ ହରି ତ ମାରିବ କିଏ? କ୍ରେନ୍‌ ଚକା ତଳେ ଚାପି ହୋଇ ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍‌ ଆରୋହୀ

ନୂଆପଡା(କେନ୍ଯଜ୍): କଥାରେ ଅଛି ରଖିବ ହରି ତ ମାରିବ କିଏ? ଜୀବନର ବା ଭରଷା କେତେ, ଏବେ ଅଛି କିଛି ସମୟ ଭିତରେ କଣ ହୋଇଯିବ କହିବା ମୁସ୍କିଲ୍। ହେଲେ ଭଗବାନ ଯାହାକୁ ରଖିବେ ସେ ମରଣ ମୁହଁରୁ ବି ଫେରିକି ଆସିବ । ଏମିତି ଅନେକ ଉଦାହରଣ ରହିଛି । ତେବେ ଆଜି ଏମିତି ଏକ ଘଟଣା ଘଟିଛି ଯାହାକୁ…

ପିପିିଲି ଓଭର ବ୍ରିଜ୍ ନିକଟରେ ଅଘଟଣ, କ୍ରେନ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ 

ପିପିିଲି: ପୁରୀ ଜିଲ୍ଲା ପିପିଲି ଓଭର ବ୍ରିଜ୍ ନିକଟରେ ଯାଇଥିବା ରାସ୍ତାରେ କ୍ରେନ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ସାଇକେଲ ଆରୋହୀ ଜଣକ ନିକଟସ୍ଥ ଜଗନ୍ନାଥପୁର ପଂଚାୟତର ବାରବାଟୀ ଗ୍ରାମର ନିଧି ବେହେରା । ଉକ୍ତ କ୍ରେନ୍ ଟିର ଚକା ନିଧି ବେହେରାଙ୍କ ମୁଣ୍ଡ ଉପରେ ଚଢି…

ବଲାଙ୍ଗିରରେ ଅଘଟଣ: କ୍ରେନ୍ ଧକ୍କାରେ ଚାଲିଗଲା ତିନି ଜଣଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିରରେ ଅଘଟଣ। କ୍ରେନ୍ ଧକ୍କାରେ ତିନି ଜଣ ମୃତ। ଗତକାଲି ବଲାଙ୍ଗିର ତୁଷୁରା ରାସ୍ତାରେ ଘଟିଥିଲା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। କ୍ରେନ୍ ଓ ବାଇକ ମଧ୍ଯରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ବୁର୍ଲା ଡାକ୍ତରଖାନାରେ ଦୁଇ ଜଣଙ୍କର…