Browsing Tag

cream mushroom receipe

ଆଜି ଡିନରରେ ବନାନ୍ତୁ କ୍ରିମି ଛତୁ, ଆମିଷକୁ ବି ଭୁଲିଯିବେ

ଏବେ ଚାଲିଛି କାର୍ତ୍ତିକ ମାସ। କାର୍ତ୍ତିକ ମାସ ଥିବାରୁ ରବିବାରରେ ମଧ୍ୟ ଆପଣ ଆମିଷ ଖାଇପାରୁନଥିବେ। କିନ୍ତୁ ମନ ଦୁଃଖ କରିବାର କିଛି ନାହିଁ। ଆଜି ଆମେ ଆପଣଙ୍କୁ ଛତୁର ଏକ ଏଭଳି ଟେଷ୍ଟି ଓ ସହଜ ଆଇଟମ୍‌ ଶିଖାଇବୁ, ଯାହାକୁ ଖାଇବା ପରେ ଆପଣ ଆମିଷକୁ ବି ଭୁଲିଯିବେ। ଆଜି ଆପଣ ଡିନରରେ କ୍ରିମି‌…