ନାହିଁ ଗୋଟେ ଗୋଡ, ତଥାପି ହାଇଜମ୍ପ କରି ଦୁନିଆକୁ କରିଦେଲେ ଆଶ୍ଚର୍ଯ୍ୟ
ସମସ୍ତଙ୍କ ଜୀବନରେ କିଛି ନା କିଛି ପରିସ୍ଥିତି ଆସିଥାଏ, ଯାହା ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦିଏ। ବେଳେ ବେଳେ ଜୀବନରେ ଏପରି କଷ୍ଟ ଆସିଥାଏ, ଯେଉଁଥିରୁ ବାହାରି ଆସିବାକୁ ଅନେକ ସମୟ ଲାଗିଥାଏ। ଏହିସବୁ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବା ହିଁ ବୁଦ୍ଧିମାନର କାମ ହୋଇଥାଏ। କିଛି ଲୋକଙ୍କ…