ଅଜଣା ଜନ୍ତୁ ଆତଙ୍କ, ଗାଧୋଇବା ବେଳେ ନଦୀରେ ଲୋକଙ୍କୁ କରୁଛି ଆକ୍ରମଣ
ବାରଙ୍ଗ: ନରାଜରେ ଚାଞ୍ଚଲ୍ୟ। କାଠଯୋଡ଼ି ନଦୀରେ ଅଜଣା ଜନ୍ତୁ ଆତଙ୍କ। ନଦୀରେ ଗାଧୋଇବା ବେଳେ ପାଣି ଭିତରେ ଲୋକଙ୍କୁ କରୁଛି ଆକ୍ରମଣ । ଆକ୍ରମଣ କରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ ଆକ୍ରମଣରେ ୪ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ୨ ଜଣ, ଆଜି କିଛି ଶିଶୁ ଓ…