କ୍ରେଡିଟ୍ କାର୍ଡରେ କାହିଁକି ୧୬ ନମ୍ବର ଡିଜିଟ୍ ଥାଏ? ଜାଣନ୍ତୁ ଏହା ପଛର କାରଣ
ଆଜିକାଲି ପ୍ରାୟତଃ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି କ୍ରେଡିଟ କାର୍ଡରେ କାହିଁକି ୧୬ଟି ନମ୍ବର ରହିଥାଏ । ଏହା ପଛର କାରଣ କ’ଣ? ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ । ପ୍ରାୟତଃ ଯେତେବେଳେ କିଛି କିଣିବା ପାଇଁ ଲୋକଙ୍କ ପାଖରେ ଟଙ୍କା ନଥାଏ…