Browsing Tag

credit card lost

କ୍ରେଡିଟ୍‌ କାର୍ଡ ହଜିଗଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ଲୋକେ ପକେଟ୍‌ରେ କ୍ରେଡିଟ୍‌ କାର୍ଡ ରଖୁଥିବାରୁ ଏହା ଚୋରି ହେବା ଆଶଙ୍କା ରହିଛି। ଏହାକୁ କିଛି ଲୋକ ଏକ ଛୋଟ ଘଟଣା ବୋଲି ଭାବି ଆଉ ଏକ କାର୍ଡ ପାଇଁ ଆବେଦନ କରିଥାନ୍ତି। କିନ୍ତୁ ଏକ୍ସପର୍ଟଙ୍କ ମୁତାବକ, ଏଭଳି ମାମଲାକୁ ହାଲ୍‌କାରେ ନେବା ଉଚିତ ନୁହେଁ। କ୍ରେଡିଟ୍‌ କାର୍ଡ ହଜିଗଲେ ତୁରନ୍ତ…