Browsing Tag

credit card

Apple ଆଣୁଛି କ୍ରେଡିଟ କାର୍ଡ଼, PhonePay ଏବଂ GooglePay ଭଳି ମିଳିବ Apple Pay

Apple ଭାରତରେ କ୍ରେଡିଟ କାର୍ଟ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏଥିପାଇଁ ଭାରତୀୟ ବ୍ୟାଙ୍କ ଏବଂ ରେଗୁଲେଟର୍ସଙ୍କ ସହ ଏହା ଆଲୋଚନା କରୁଛି । କମ୍ପାନୀ ଖୁବଶୀଘ୍ର ଭାରତରେ Apple Card ଲଞ୍ଚ କରିବ ବୋଲି ଆଶା କରାଯାଉଛି । ତେବେ Apple ଆମେରିକାରେ Goldman Sachs ସହ ମିଶି ଏକ…

କ୍ରେଡିଟ୍ କାର୍ଡରୁ ଖର୍ଚ୍ଚ କରୁଥିଲେ ମନେରଖନ୍ତୁ ଏହି କଥା, ଟ୍ୟାକ୍ସକୁ ନେଇ ବହୁତ ଜଲଦି ଆସିବ ଅପଡେଟ୍

କ୍ରେଡିଟ୍ କାର୍ଡର ବ୍ୟବହାର ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ବଢ଼ିଯାଇଛି । ଲୋକମାନେ କ୍ରେଡିଟ କାର୍ଡ ଜରିଆରେ ପେମେଣ୍ଟ କରିବାକୁ ବହୁତ ଆଗ୍ରହ ପ୍ରକାଶ କରନ୍ତି । କାହିଁକିନା ଏଥିରେ ସହଜ ହୋଇଥାଏ ପେମେଣ୍ଟ ଆଉ ଆବଶ୍ୟକତା ପୂରଣ ପରେ ପେମେଣ୍ଟ ଭରିବାକୁ ପଡିଥାଏ । କିନ୍ତୁ କଥା ପଡିଛି ଆପଣ…

କ୍ରେଡିଟ କାର୍ଡ ବ୍ୟବହାରକାରୀ ରୁହନ୍ତୁ ସାବଧାନ, ହୋଇପାରନ୍ତି ଠକେଇର ଶିକାର

କ୍ରେଡିଟ୍ କାର୍ଡ ଏକ ପ୍ଲାଷ୍ଟିକ ଭୁଗତାନ କାର୍ଡ । ଏହା ୟୁଜର୍ସଙ୍କୁ କ୍ରେଡିଟ ରେ ଜିନିଷ କିଣିବା ସହ ଆର୍ଥିକ ଅନୁଷ୍ଠାନରୁ ଟଙ୍କା ଉଧାର ନେବାରେ ସାହାଯ୍ୟ କରିଥାଏ । ତେଣୁ ଅନେକ ଏହାକୁ ମନ ଇଚ୍ଛା ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ମନ ଇଚ୍ଛା ବ୍ୟବହାର ଆପଣଙ୍କ ପାଇଁ ସମସ୍ୟା ଆଣିପାରେ ।…

ଆକାଉଣ୍ଟ ଖାଲି କରିଦେବ କ୍ରେଡ଼ିଟ କାର୍ଡ

ଏବେ କ୍ରେଡିଟ କାର୍ଡ ଧାରୀ ହୋଇଯାନ୍ତୁ ଆଲର୍ଟ। ଯଦି ଆପଣଙ୍କ ଦରମାର ଅଧା ରୁ ଅଧିକ କ୍ରେଡିଟ୍ କାର୍ଡର ବିଲ୍ ପେମେଣ୍ଟ କରିବାରେ ଚାଲି ଯାଉଛି ତେବେ ଏଥିପ୍ରତି ଆପଣଙ୍କୁ ଧ୍ୟାନ ଦେବା ଜରୁରୀ। ଏହା ସହିତ ଯଦି ଆପଣ ନିଜର ସାଲାରୀର ବଡ ଅଂଶ ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କ୍ରେଡିଟ୍…

ବଦଳିଲା Credit-Debit କାର୍ଡ ପେମେଣ୍ଟ ନିୟମ

ଯଦି ଆପଣମାନେ ବିଦେଶକୁ ଯାତ୍ରା କରୁଛନ୍ତି ଆଉ ଅନ୍ୟ ଦେଶରେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖବର । ଏବେ ଅନ୍ୟ ଦେଶରେ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡରୁ ଖର୍ଚ୍ଚ କଲେ ଆପଣଙ୍କୁ ୨୦% ଟ୍ୟାକ୍ସ ଦେବାକୁ ପଡ଼ିବ । ଏ ପ୍ରସଙ୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ…

କ୍ରେଡିଟ୍ କାର୍ଡରେ ଦେବାକୁ ପଡେ ଏହି ଚାର୍ଜ

କ୍ରେଡିଟ୍ କାର୍ଡ ବ୍ୟବହାରୀଙ୍କ ସଂଖ୍ୟା ଦିନକୁ ଦିନ ବହୁତ ବଢ଼ିବାରେ ଲାଗିଛି । ବର୍ତ୍ତମାନ ବଜାରରେ ଥିବା ବ୍ୟାଙ୍କର ଅନେକ ପ୍ରକାରର କ୍ରେଡିଟ୍ କାର୍ଡ ଉପଲବ୍ଧ ହେଉଛି । ଅନେକ ଥର ଲୋକଙ୍କୁ ବ୍ୟାଙ୍କରୁ କଲ କରି କୁହାଯାଏ ଯେ ସେମାନଙ୍କୁ ମାଗଣା କ୍ରେଡିଟ କାର୍ଡ ଦିଆଯାଉଛି । ଏହା ଉପରେ…

ବଦଳିଲା SBI Credit Card ନିୟମ

ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯାଇଛି ଯାହାକୁ ଏବେ ଏକ ମାସ ବିତିଯାଇଛି । ମେ' ମାସ ରୁ ଅନେକ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି । ଏହି ମାସରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାନେ SBI କ୍ରେଡିଟ୍ କାର୍ଡ ଓ ପେମେଣ୍ଟ ସର୍ଭିସେସ୍ ଏସ୍‌ବିଆଇ କାର୍ଡ ମେ' ୨ ରୁ…

ଏମିତି ଲୋନରେ ମିଳେ ଅଧିକ ଫାଇଦା

ଯେକୌଣସି ବ୍ୟକ୍ତି ଋଣ ଆଣନ୍ତି ଇଚ୍ଛା କରନ୍ତି ଯେ ଏହାର ସୁଧ କମ୍ ରହୁ ବୋଲି। କିନ୍ତୁ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ରଖିଲେ ସମସ୍ତେ ଚାହାନ୍ତି ଏହାର ସୁଧ ବଢ଼ୁ। ଯାହାକି ଗ୍ରାହକଙ୍କ ପାଇଁ ଖୁବ୍ ଭଲ ହୋଇପାରିବ। ସୁରକ୍ଷିତ ବିନିଯୋଗ ପାଇଁ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ ଏକ ବଢ଼ିଆ ମାଧ୍ୟମ ।…

କ୍ରେଡିଟ କାର୍ଡରୁ ଇଏମଆଇ କରୁଛନ୍ତି କି, ତେବେ ଏହି ସବୁ କଥାକୁ ଗଣ୍ଠି ପକାଇ ରଖନ୍ତୁ

ଆଜିର ଡିଜିଟାଲ ଜମାନାରେ ବର୍ତ୍ତମାନ ସମୟରେ ସହର ତଥା ଗ୍ରାମାଞ୍ଚଳର ଅନେକ ଲୋକଙ୍କ ପାଖରେ ଡେବିଟ୍ କାର୍ଡ ସହିତ କ୍ରେଡିଟ୍ କାର୍ଡ ରହିଛି। ଯଦି ଆପଣ ଏହାର ବ୍ୟବହାର ଚତୁରତାର ସହିତ କରିବେ ତେବେ ଲାଭରେ ରହିବେ, ଏହା ଆପଣଙ୍କର ଅନେକ କାର୍ଯ୍ୟରେ ଆସିପାରେ। ବେଳେ ବେଳେ ଆମେ ଅନେକ ଜିନିଷ…

SBI Qucik Missed Call Banking ସେବାର ଉଠାନ୍ତୁ ଫାଇଦା

ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଦର୍ଶକବନ୍ଧୁ ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆକାଉଣ୍ଟ ଅଛି ତାହେଲେ ଆପଣଙ୍କ ପାଇଁ ଜରୁରୀ ଖବର। ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଦ୍ୱାରା ବଡ ସୂଚନା ଦିଆଯାଇଛି। କୋଟି କୋଟି ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ବ୍ୟାଙ୍କ କିଛି ନମ୍ବର…

କ୍ରେଡିଟ କାର୍ଡ ଦେଉଛି Railwayର ସବୁ ସୁବିଧା

ଅଧିକ ଲୋକ ଟ୍ରେନ୍‌ରେ ଯିବାଆସିବା କରନ୍ତି । କିଛି ଜଣ ଟ୍ରେନ ଆସିବା ଆଗରୁ ଷ୍ଟେସନ୍ ରେ ଆସିକି ଅପେକ୍ଷା କରି ରହିଥାନ୍ତି` ଯେମିତିକି ଟ୍ରେନ ମିସ ନକରିବେ ` ତେବେ ଅନେକ ଥର ରେଳ ଷ୍ଟେସନରେ ସମୟ ପୂର୍ବରୁ ପହଞ୍ଚିଗଲେ ପ୍ଲାଟଫର୍ମରେ ଅଧିକ ସମୟ ବିତାଇବାକୁ ପଡେ । ଏଭଳି ସ୍ଥିତିରେ କିଛି…

ମାର୍ଚ୍ଚରୁ Credit Card ୟୁଜର୍ସ ଦେବେ ଡବଲ୍‌ ପ୍ରୋସେସିଂ ଫିସ୍‌

ଏବେ କ୍ରେଡିଟ କାର୍ଡ ଧାରୀ ହୋଇଯାନ୍ତୁ ଆଲର୍ଟ। ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇ ଆସିଲା ବଡ଼ ଖବର। ନିଜ ଗ୍ରାହକଙ୍କୁ ଇମେଲ ମାଧ୍ୟମରେ ବ୍ୟାଙ୍କ ଏକ ଜରୁରୀ ସୂଚନା ଦେଉଛି। ମାର୍ଚ୍ଚ ୨୦୨୩ ରୁ କ୍ରେଡିଟ କାର୍ଡ ରୁ ରେଣ୍ଟ ପେମେଣ୍ଟ କରିବା ଉପରେ ୧୯୯ ଟଙ୍କାର ପ୍ରୋସେସିଂ ଫିସ…