ଖନନରୁ ମିଳିଲା ମହାଭାରତ କାଳର ଶ୍ମଶାନ ଘାଟ, ଦେଖନ୍ତୁ କ’ଣ ସବୁ ରହିଛି ଏଥିରେ
ମେରଠ : ମହାଭାରତ ସମୟର ଅନେକ ତଥ୍ୟର ସତ୍ୟତା ପ୍ରକାଶ ପାଇବାରେ ଲାଗିଛି । ବାସ୍ତବରେ ମହାଭାରତ ସମୟର କାହାଣୀରେ କେତେ ସତ୍ୟତା ଅଛି ଏହାକୁ ନେଇ ବହୁ ତଥ୍ୟ ଜଣାପଡିଲାଣି । ନିକଟରେ ଅର୍କିଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଖନନରୁ ମହାଭାରତ ସମୟର ଧ୍ୱଂସାବଶେଷ ଏକତ୍ର କରିଛି । ଯାହାଦ୍ୱାରା…