ବଲ୍ ବାଜି ଚାଲିଗଲା ଅଷ୍ଟ୍ରେଲିଆ ଯୁବ କ୍ରିକେଟରଙ୍କ ଜୀବନ, ଅଭ୍ୟାସ ସମୟରେ ବେକରେ ବାଜିଥିଲା
ଟିମ୍ ଇଣ୍ଡିଆ ଏବେ ୫ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି । ପ୍ରଥମ ଟି୨୦ ମ୍ୟାଚ୍ ଅଧାରୁ ବର୍ଷା ଯୋଗୁଁ ବାତିଲ ହୋଇଛି । ଏହାପରି ମଧ୍ୟରେ ଅଷ୍ଟ୍ରେଲିଆ ମେଲବର୍ଣ୍ଣରୁ ଏକ ଦୁଃଖଦ ଖବର ଆସିଛି । ଅଭ୍ୟାସ କରୁଥିବା ବେଳେ ବଲ୍ ବାଜି ଚାଲିଗଲା କ୍ରିକେଟରଙ୍କ ଜୀବନ ।…