Browsing Tag

cricket award

ରୋହିତ ପିନ୍ଧିଛନ୍ତି ଦେଢ କୋଟି ଟଙ୍କାର ଘଣ୍ଟା

ଭାରତୀୟ କ୍ରିକେଟ ଟିମ ୧୭ ବର୍ଷ ପରେ ଟି ୨୦ ଓ୍ଵାଲ୍ଡ କପ୍‌ ଜିତି ପୁଣିଥରେ ଏକ ନୁଆ ଇତିହାସ ସୃଷ୍ଟି କରିଛନ୍ତି । ଏହି ବିଜୟ ପଛରେ କ୍ୟାପଟେନ ରୋହିତ ଶର୍ମାଙ୍କ ଗୁରୁତ୍ୱ ପୁର୍ଣ୍ଣ ଭୂମିକା ରହିଥିଲା । ଏହି ମ୍ୟାଚ ରେ ଦକ୍ଷିଣ ଆଫ୍ରିକାର ପରାଜୟ ହୋଇଥିଲା । ଆଜି ପର୍ଯ୍ୟନ୍ତ ଯେତିକି ମ୍ୟାଚ…

ଅଭିଷେକ ଓ ମାଧୁରୀଙ୍କୁ ମିଳିଲା ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ କ୍ରିକେଟର ଅଫ୍‌ ଦ ଇୟର ପୁରସ୍କାର

ଭୁବନେଶ୍ୱର (କେନ୍ୟୁଜ୍‌) : ଅଭିଷେକ ରାଉତ ଓ ମାଧୁରୀ ମେହେଟ୍ଟାଙ୍କୁ ମିଳିଛିମାରୁତି ଇଷ୍ଟେଟ୍‌ କ୍ରିକେଟର ଅଫ୍‌ ଦ ଇୟର ପୁରସ୍କାର। ୨୦୨୧-୨୨ ବର୍ଷ ପାଇଁ ଏମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆଜି ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଷେକଙ୍କୁ ଶ୍ରେଷ୍ଠ ପୁରୁଷ ଖେଳାଳି ଓ…