Browsing Tag

cricket can be added in olympic

ଏବେ ଅଲମ୍ପିକ୍‌ରେ ଦେଖିବାକୁ ମିଳିବ କ୍ରିକେଟ୍‌! ଆଇସିସି ଓ ବିସିସିଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତ

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। ଅଲମ୍ପିକ୍‌ରେ ସାମିଲ ହୋଇପାରେ କ୍ରିକେଟ୍‌। ଏନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ବିସିସିଆଇ କହିଛି ଯେ ସେମାନେ ଅଲମ୍ପିକ୍‌ରେ ମଧ୍ୟ କ୍ରିକେଟ୍‌କୁ ସାମିଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବିସିସିଆଇ ସଚିବ…