ଦୀପିକା ପାଦୁକୋନଙ୍କ ବିଲଡିଂରୁ ରଣବୀର ମାରିଲେ ଛକା ,ଏପରି ମ୍ୟାଚ ଦେଖିନଥିବେ କେବେ ଦେଖନ୍ତୁ ଭିଡିଓ
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ନିଜ ଲାଇଫରେ ଯେତେବି ବ୍ୟସ୍ତ ରହିଲେ ମଧ୍ୟ ନିଜ ପାଇଁ ସମୟ ବାହାର କରିଦେଇଥାନ୍ତି । ଦୁହିଁଙ୍କ ବିବାହ ପରେ ପ୍ରଥମଥର ପାଇଁ ସେମାନେ ଏକ ଫିଲ୍ମରେ ଏକାସହିତ ନଜରକୁ ଆସିବେ । ଫିଲ୍ମର ନାମ ହେଉଛି '୮୩' । ଏହା ୧୯୮୩ ମସିହାର…